Odisha news

ହୋଇଯାଆନ୍ତୁ ସତର୍କ : ୧୪ଟି ଲୋକପ୍ରିୟ ଆଣ୍ଡ୍ରୋଏଡ ଆପ୍ସ କୋଟି କୋଟି ୟୁଜର୍ସ ଙ୍କର ଡାଟା ଲିକ ହୋଇଥିଲା , ବର୍ତମାନ ମଧ୍ୟ ୯ଟି ସକ୍ରିୟ

ନୂଆଦିଲ୍ଲୀ : ଗୁଗୁଲ ପ୍ଲେ ଷ୍ଟୋର ରେ କିଛି ଲୋକପ୍ରିୟ ଆପ୍ସ ଲକ୍ଷ ଲକ୍ଷ ୟୁଜର୍ସ ଙ୍କର ଡାଟା କୁ ଲିକ କରିବାର ଦେଖିବାକୁ ମିଳିଥିଲା l ସୁରକ୍ଷା ଗବେଷକ ଗୋଟିଏ ଦର୍ଜନ ରୁ ଅଧିକ ଲୋକପ୍ରିୟ ଆଣ୍ଡ୍ରୋଏଡ ଆପ୍ସ କୁ ଖୋଜି ବାହାର କରିଛନ୍ତି ଯେଉଁ ଗୁଡିକୁ ଗୁଗୁଲ ପ୍ଲେ ଷ୍ଟୋର ରୁ ୧୪୦ ମିଲିୟନ ରୁ ଅଧିକ ଥର ଡାଉନଲୋଡ଼ କରାଯାଇଛି – ଯାହାକୁ ଉପଯୋଗକର୍ତ୍ତା ଡାଟା ଲିକ କରୁଛନ୍ତି l ସାଇବର ନ୍ୟୁଜ ର ଗୋଟିଏ ନୂଆ ବିସ୍ଲେସଣ ରେ ମିଳିଛି ଯେ ୧୪ଟି ଶୀର୍ଷ ଆଣ୍ଡ୍ରୋଏଡ ଆପ୍ସ ଯାହାକୁ ସାମୁହିକ ଭାବରେ ୧୪୨ . ୫ ମିଲିୟନ ଥର ଡାଉନଲୋଡ଼ କରାଯାଇଛି , ତାଙ୍କୁ Google ର ସ୍ୱମୀତ୍ୱ ଫାୟାରବେଶ ପ୍ଲାଟଫର୍ମ ଭୁଲ ଭାବରେ କର୍ଣଫିଗର କରାଯାଇଛି l ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ଟୁଲ ର ବ୍ୟବହାର ଆଣ୍ଡ୍ରୋଏଡ ଆପ୍ସ ବ୍ୟବହାର କରିବା ପାଇଁ କରାଯାଇଛି l ଆଉ ଯଦି ଅନ୍ୟ କୌଣସି ଉପାୟରେ କର୍ଣ୍ଣଫିଗର କରାଯାଇ ଥାଆନ୍ତା ତେବେ ଗମ୍ଭାର ସମସ୍ୟା ଉପୁଜି ଥାଆନ୍ତା l

ଏହି ମାମଲାରେ ଫାୟାର ବେଶ ଭୁଲ କର୍ଣ୍ଣଫିଙ୍ଗାରେସନ କାରଣରୁ ଆପତ୍ତିଜନକ ଆପ୍ସ ସମ୍ବେଦନଶୀଳ ଉପଯୋଗ କର୍ତ୍ତା ଙ୍କ ଡାଟା ,ଯେପରିକି ଇ ମେଲ , ଉପଯୋଗକର୍ତ୍ତାଙ୍କ ନାମ ଆଣ୍ଡ୍ରୋଏଡ ଓନର ଙ୍କର ବାସ୍ତବିକ ନାମ ଓ ଅନେକ କିଛି ଲିକ କରି ପାରିବେ l ଗବେଷକମାନେ କହିଛନ୍ତି ଯେ ଏହା ଭୁଲ କର୍ଣ୍ଣଫିଗରସନ କୌଣସି ଏଭଳି ବ୍ୟକ୍ତିକୁ ସକ୍ଷମ କରିପାରେ ଯିଏ କି ସଠିକ ଯୁଆରଏଲ ଜାଣିଛି l ବାସ୍ତବିକ ସମୟ ଡାଟା ବେଶ ନିକଟରେ ପହଂଚିବା ପାଇଁ ଯାହା ବିନା ପ୍ରମାଣରେ ଉପଯୋଗକର୍ତ୍ତାଙ୍କ ତଥ୍ୟ ଏକାଠି କରିଥାଏ l

୩୦ ମିଲିୟନ ଉପଯୋଗକର୍ତ୍ତା ଏବେ ମଧ୍ୟ ଅସୁବିଧାରେ ଅଛନ୍ତି –
ସାଇବର ନ୍ୟୁଜ ପକ୍ଷରୁ କୁହାଯାଇଛି ସେ ଯାନ୍ତ୍ରିକ ଇଂଜିନିୟର ମାନଙ୍କୁ ଏହି ଦିଗରେ ସଚେତନ କରିବା ପାଇଁ ଓ ଉଜାଗର ଆପ୍ସ ର ନିଜର ଡାଟାବେସ କୁ ସୁରକ୍ଷା ପ୍ରଦାନ କରିବା ପାଇଁ google ସହିତ ସମ୍ପର୍କ କରିଥିଲେ l କିନ୍ତୁ ତାଙ୍କ ଗବେଷଣାକୁ ପ୍ରକାଶ କରିବା ପାଇଁ ଆଣ୍ଡ୍ରୋଏଡ ନିର୍ମାତା ଓ ପ୍ଲେ ଷ୍ଟୋର ସଂଚାଳକ କୌଣସି ପ୍ରତିକ୍ରିୟା ଦେଇ ଏଥିଲେ l ସାଇବର ନ୍ୟୁଜ ଦ୍ୱାରା ହାଇଲାଇଟ କରାଯାଇଥିଲା ଯେ ୧୪ ଟି ମଧ୍ୟରୁ ୯ଟି ଆଣ୍ଡ୍ରୋଏଡ ଆପ୍ସ ବର୍ତମାନ ଡାଟା ଲିକ କରୁଛନ୍ତି l ୩୦ ମିଲିୟନ ରୁ ଅଧିକ ଉପଭୋକ୍ତା ପ୍ରଭାବିତ ହେଉଛନ୍ତି l

୧୪ କୋଟି ରୁ ଅଧିକ ଉପଭୋକ୍ତା କଣ କରିଥିଲେ –
୧୪ କୋଟିରୁ ଅଧିକ ଉପଭୋକ୍ତା ନିଜର ଅନଲାଇନ ଅଧ୍ୟୟନ ପାଇଁ ଡାଉନଲୋଡ଼ କରିଥିଲେ l ସାଇବର ନ୍ୟୁଜ ପକ୍ଷରୁ କୁହାଯାଇଛି ଯେ ” ଆମ ଟିମ୍ ତଥ୍ୟ ଦେଇ କହିଛନ୍ତି ଯେ ୧୪ଟି ଆଣ୍ଡ୍ରୋଏଡ ଆପ୍ସ ଯିଏକି ଅତିକମ୍ ରେ  ୧୪୨ . ୫ ମିଲିୟନ ଥର ସାମୁହିକ ଭାବରେ ଡାଉନଲୋଡ଼ କରାଯାଇଛି l ସେମାନଙ୍କ ରିଅଲ ଟାଇମ ଡାଟା ବେଶ ଦୁର୍ବଳ ଅଛି l ସାଇବର ନ୍ୟୁଜ ର ଗବେଷକ ମାର୍ଟିନାସ ବୋରିକିସ ଙ୍କ ଅନୁସାରେ ଏଥିରୁ ଜଣାପଡୁଛି ଯେ ଆପ୍ସ କେବଳ ଉପଯୋଗକର୍ତ୍ତାଙ୍କ ଡାଟା ଓ ପ୍ରାଇଭେସି ମଧ୍ୟ ଲିକ କରୁଛି l କାରଣ ତାଙ୍କୁ କେହି ଭି ଏହି ପ୍ରକାରର ଏକସେସ କରି ପାରିବେ l

ସବୁଠୁ ଅଧିକ ପ୍ରଭାବିତ ଆପ୍ସର ଶୁଚି –
ସର୍ବାଧିକ ଲୋକପ୍ରିୟ ପ୍ରଭାବିତ ଆପ୍ସ ୟୁନିଭର୍ସାଲ ଟିଭି ରିମୋଟ କଣ୍ଟ୍ରୋଲ ସ୍ୱଚାଳିତ ଭାବରେ ୧୦୦ ମିଲିୟନ ରୁ ଅଧିକ Android ଉପକରଣ ଉପରେ ସ୍ଥାପିତ କରାଯାଇଛି l

ତା ପରେ ପ୍ରସିଧ ଆପ୍ସ ଫାଇଣ୍ଡ ମାଇଁ କିଡ଼ସ ଏହି ଆପ୍ସ କୁ google ପ୍ଲେ ଷ୍ଟୋର ରେ ୧୦ ମିଲିୟନ ରୁ ଅଧିକ ଥର ଇଂସ୍ଟଲ କରାଯାଇଛି l

ରିମୋଟ ଫର ରୋକୁ କୋଡ଼ମେଟିକ୍ସ ୧ କୋଟି ରୁ ଅଧିକ ଥର ଇଂସ୍ଟଲ କରାଯାଇଛି l

Shares