Odisha news

ଏଟିଏମ୍‌ରୁ ବାହାରୁଛି ଚାଉଳ

0

ଲକ୍‌ଡାଉନ୍‌ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ଲୋକଙ୍କୁ ଚାଉଳ ବାଣ୍ଟିବାର ଅଭିନବ ଉପାୟ ବାହାର କରିଛି ଭିଏତନାମ୍‌ । ଗରିବ ଲୋକଙ୍କୁ ଭୋକ ଉପସାରେ ନ ରଖିବା ପାଇଁ ଚାଉଳ ଦେବା ପାଇଁ ଚାଉଳ ବା ରାଇସ୍‌ ମେସିନ୍‌ ଲଗାଯାଇଛି । ରାଇସ୍‌ ମେସିନ୍‌ରୁ ପ୍ରତିଦିନ ୧.୫ କେଜି ଚାଉଳ ବାହାରୁଛି । ଏ ମେସିନ୍‌ ପୂରା ଏଟିଏମ୍‌ ଭଳି ହିଁ କାମ କରେ । ମାଗଣାରେ ମେସିନ୍‌ରୁ ଚାଉଳ ବାହାରେ । ଲୋକଙ୍କ ପାଇଁ ୨୪ ଘଣ୍ଟା ଉପଲବ୍ଧ ଥିବା ଏ ମେସିନ୍‌କୁ ଭିଏତନାମ୍‌ର ଜଣେ ବ୍ୟବସାୟୀ ଲଗାଇଛନ୍ତି ।

Leave A Reply