Odisha news

ରେଡ ମିଟ ଯଦି ଅଧିକ ଖାଉଛନ୍ତି ହୋଇ ଯାଆନ୍ତୁ ସାବଧାନ, ହୋଇପାରନ୍ତି ଏହି ଗମ୍ଭୀର ରୋଗରେ ପୀଡିତ : ରିସର୍ଚ୍ଚ

0

ରେଡ ମିଟ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ, କାହିଁକି ନl ଏହି ରେଡ ମିଟ ଅନେକ ଗମ୍ଭୀର ରୋଗର କାରଣ ହୋଇଥାଏ l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଦ୍ୱାରା କୁହାଯାଇଛି ଯେ ପ୍ରୋସେସଡ଼ ରେଡ ମିଟ ରେ ପ୍ରସ୍ତୁତ ହେଉଥିବା ବର୍ଗର ପିଜା କିମ୍ବା ସ୍ୟାଣ୍ଡଉଇଚ ଖାଇବା ଦ୍ୱାରା ଶରୀର ଟାଣି ହୋଇଯାଇ ଥାଏ ଗମ୍ଭୀର ସମସ୍ୟା ଆଡକୁ l  ଏହି ରିସର୍ଚ୍ଚ ରେ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି l ଏହି ରିସର୍ଚ୍ଚ ରେ କୁହାଯାଇଛି ଯେ ରେଡ ମିଟ ଖାଇବା ଦ୍ୱାରା ଭୁଲିବାର ରୋଗ ଯାହାକୁ ଡ଼ାଈମେନ୍ସିଆ କୁହାଯାଇ ଥାଏ l ଆସନ୍ତୁ ଜାଣିବା ରେଡ ମିଟ ଓ ଡ଼ାଈମେନ୍ସିଆ ମଧ୍ୟରେ କଣ ରହିଛି ସମ୍ପର୍କ l

– ରେଡ ମିଟ ସେବନ ଦ୍ୱାରା ଡ଼ାଈମେନ୍ସିଆ କାହିଁକି ହୋଇଥାଏ –
ଏକ୍ସପର୍ଟ ଙ୍କ ସୂଚନା ଅନୁସାରେ ପ୍ରୋସେସଡ଼ ରେଡ ମିଟ ଓ ଡ଼ାଈମେନ୍ସିଆ ମଧ୍ୟରେ କଣ ରହିଛି ସମ୍ପର୍କ , ସସ ଓ ବେକାନ ଭଳି ପଦାର୍ଥ ରେ ଫ୍ୟାଟ ଓ କୋଲେଷ୍ଟ୍ରଲ ଅଧିକ ମାତ୍ରାରେ ରହିଥାଏ l ଯାହାଦ୍ୱାରା ଅଧିକ ସେବନ କଲେ ଧମନୀ ରେ ରେ ବ୍ଳକେଜ ଆସିଥାଏ l ଏବଂ ମସ୍ତିଷ୍କ କୁ ବ୍ଲଡ଼ ସପ୍ଲାଏ ହୋଇପାରି ନଥାଏ l ଏହାଛଡା ମସ୍ତିଷ୍କ କୁ ଅକ୍ସିଜେନ ଓ ନିୟୁଟ୍ରିସନ ମିଳି ପରି ନଥାଏ l ଏବଂ ଡ଼ାଈମେନ୍ସିଆ ବିପଦ ଆଡକୁ ଆମେ ଟାଣି ହୋଇ ଯାଇଥାଉ l

– ରେଡ ମିଟ ଦ୍ୱାରା ଡ଼ାଈମେସିଆ ର ବିପଦ କେତେ ପ୍ରତିଶତ ରହିଥାଏ –
ଏହି ରିସର୍ଚ୍ଚ ଅନୁସାରେ ୧୩୦ ହଜାର ଲୋକଙ୍କୁ ଏହି ଅଧ୍ୟୟନ ରେ ସାମିଲ କରାଯାଇ ଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଯେଉଁ ବ୍ୟକ୍ତିମାନେ ନିୟମିତ ରେଡ ମିଟ ସେବନ କରୁଛନ୍ତି ସେମାନଙ୍କ ନିକଟରେ ଡ଼ାଈମେନ୍ସିଆ ର ବିପଦ ୧୪ ପ୍ରତିଶତ ଅଧିକ ରହୁଛି l

– ରେଡ ମିଟ ଦ୍ୱାରା ଏହିସବୁ ରୋଗରେ ପୀଡିତ ହେବାର ସମ୍ଭାବନା ରହିଥାଏ –
ନିୟମିତ ଭାବରେ ଆମିଷ କିମ୍ବା ରେଡ ମିଟ ସେବନ ଦ୍ୱାରା –
– ହାର୍ଟ ଡିଜିଜ
– ହାଇ ବ୍ଲଡ଼ ପ୍ରେସର
– କରୋନାରୀ ଆର୍ତ୍ତରି ଡିଜିଜ ଏବଂ ବ୍ରେନ ଷ୍ଟ୍ରୋକ ଭଳି ସମସ୍ୟା ହୋଇଥାଏ
– ବ୍ଲଡ଼ ଭେନସ ଡ୍ୟାମେଝ ହେବା
– ସେଲସ ଡ୍ୟାମେଝ ସମସ୍ୟା
– ବ୍ରେନ ଏଜିଙ୍ଗ ସମସ୍ୟା ଇତ୍ୟାଦି ହୋଇଥାଏ l

– କିପରି ରକ୍ଷା ପାଇବେ ଏହି ସବୁ ସମସ୍ୟା ଠାରୁ –
ନିୟମିତ ଆମିଷ ଭୋଜନ ପରିବର୍ତେ ପନିପରିବା ସେବନ, ପ୍ରୋଟିନ ଯୁକ୍ତ ଆହାର ସେବନ, ବିଭିନ୍ନ ପ୍ରକାର ନତସ ସେବନ ସବୁଠୁ ଜରୁରୀ l

Leave A Reply