ଟିଭି ଅଭିନେତ୍ରୀ ରଶ୍ମି ଦେଶାଇ ଏବେ ଗୁଗଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ କେମିଓ ଆପ୍ ସହ ଯୋଡ଼ି ହେବାକୁ
ନିଷ୍ପତ୍ତି ନେଇଛନ୍ତି । ରଶ୍ମି ପ୍ରଥମ ଭାରତୀୟ ଟିଭି ଆକେଫ୍ରସ୍ ଯିଏ ଏପରି କରିଛନ୍ତି । ବେଳେବେଳେ ଅନେକ ଷ୍ଟାର୍ ନିଜ ଫ୍ୟାନ୍ଙ୍କ ସହ ସମ୍ପର୍କ ରଖିବା ପାଇଁ ନିଜକୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ହୋଇଥାନ୍ତି । କେମିଓ ଆମେରିକାର ଅନ୍ୟତମ ଷ୍ଟାର୍ଟଅପ୍ କମ୍ପାନୀ । କେମିଓ ମାଧ୍ୟମରେ ରଶ୍ମି ଖୁବ୍ଶୀଘ୍ର ଅନ୍ଲାଇନ୍ ଚାଟ୍କୁ ଆସିବେ ଓ ଫ୍ୟାନ୍ମାନଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ।