ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ସ୍ୱାସ୍ଥ୍ୟ ବସ୍ଥ ଖରାପ ଥିବା ରୁ ନବରଙ୍ଗପୁର କଭୀଡ ହସ୍ପିଟାଲରୁ ଭୁବନେଶ୍ୱର ଉନ୍ନତଚିକିତ୍ସା ପାଇଁ ସ୍ଥାନାନ୍ତରିତ କରଯାଇଛି।ପ୍ରକାଶ ଯେ ୪ତାରିଖ ସାଂସଦ ରମେଶ ଚନ୍ଦ୍ର ମାଝୀ କରନା ହଇଥିବା ସେନିଜ ଫେସବୁକ ରେ ସୂଚନା ଦେଇଥିଲେ।
କୋରଣ ଆକ୍ରାନ୍ତ ପରେ ସେ ଉମର କୋଟ ଠାରେ ହୋମ ଆଇସାଲେସନ ରେ ରହିଥିଲେ।ସ୍ୱସ କ୍ରିୟା ରେ ଓ ଛାତି ରେ ଯନ୍ତ୍ରଣା ହେବାରୁ ନବରଙ୍ଗପୁର କଭୀଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ହାଇନଥିବା ରୁ ଉନ୍ନତଚିକିତ୍ସା ପାଇଁଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସମ ହସ୍ପିଟାଲରେ ସ୍ଥାନାନ୍ତରିତ କରାଯାଇଛି।