Odisha news

କେନ୍ଦ୍ରାପଡ଼ା ପରିଷଦ ଜୋନ ନ°୨୭,ବିଜେଡିର ବାଜିମାତ

0
ରାଜକନିକା-କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଜୋନ ନଂ ୨୭ ରାଜକନିକା ବ୍ଳକ ଅଧିନସ୍ଥ ପଶ୍ଚିମକନିକା୧୧ ଗୋଟି ଗ୍ରାମପଞ୍ଚାୟତରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏହି ଜୋନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବାଜିମାତ କରିଛନ୍ତି। ଜିଲ୍ଲା ପରିଷଦ ଜୋନର ସଦସ୍ୟା ଭାବେ ବିଜେଡିର ପ୍ରବିଣା ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବିଜୁଶ୍ରୀ ବିଜୟା ପଟ୍ଟନାୟକଙ୍କୁ, ୬୨୦୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।ବିଜୟୀ ପ୍ରବିଣା ଦାସ ୧୪୬୯୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୁଶ୍ରୀ ବିଜୟା ପଟନାୟକ ୮୪୯୦ ଖଣ୍ଡ ଭୋଟ ପାଇଛନ୍ତି ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରୀୟଦର୍ଶନୀ ବେହେରା ।
୩୬ ୨୦ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଏହି ଜୋନର ୧୧ଗୋଟି ଫଚାୟତ ମଧ୍ୟରୁ  ପଣଷଗଣ୍ଡ  ଫଚା ୟତରେ ସରପଞ୍ଚ ଭାବେ ଉର୍ମି ଳା ମଲ୍ଲିକ, ସମିତି ସଭ୍ୟ ସୁଭଦ୍ରା ମଲ୍ଲିକ, ପ୍ରଧାନପଡା ପଞ୍ଚାୟତର ସରପଞ୍ଚ  ଭାବେ ସନାତନ ଦାସ ଓ ସମିତି ସଭ୍ୟଭାବେ ଅଭିମନ୍ୟୁ ଦାସ, ଅବ ଦୁଲପୁର ପଞ୍ଚାୟତରେ ଦୀପ୍ତିମୟୀ ସାହୁ ସରପଞ୍ଚ ମିନତୀ ମଲ୍ଲିକ ସମିତି ସଭ୍ୟ, ହାଟସାହି ପଞ୍ଚାୟତରେ ସୀତା ଦାସ ସରପଞ୍ଚ ସଂଞ୍ଜୟ ବେହୁରିଆ ସମିତି ସଭ୍ୟ ଚରପଡା ପଞ୍ଚାୟତର ଧିରେନ ଜେନା ସରପଞ୍ଚ ଜଗନ୍ନାଥ ମଲ୍ଲିକ ସମିତି ସଭ୍ୟ ନମତରା ପଞ୍ଚାୟତରେ ସରପଞ୍ଚ ଭାବେ କମଳିନୀ ଯେନା ସମିତି ସଭ୍ୟ ଅର୍ଚ୍ଚନା ମଲ୍ଲିକ, ଦେଉଳ ତରାର ସରପଞ୍ଚ  ଦ୍ଭାବେ ସଞୟପଣ୍ଡା ସମିତି ସଭ୍ୟ ଭାବ ବା ବୁରାମ ଜେନା, ସିହେପଡା ପଞ୍ଚାୟତର ସରପଞ୍ଚ ଭାବେ ଶାନ୍ତି ଜେନା ଓ ସମିତି ସଭ୍ୟ ସୁମିତ୍ରା ସେଠା ନହୁଣୀପଞ୍ଚାୟତର ସରପଞ୍ଚ ଦ୍ଭାବେ ତ୍ରିଲୋଚନ ବିଶ୍ଵାଳ .ସମିତି ସଭ୍ୟ ଅଞ୍ଜନନାୟକ , ପେଗର ପଡା ପଞ୍ଚାୟତର ସରପଞ୍ଚ ଦ୍ଭାବେ ଶ୍ରଦ୍ଧାଞ୍ଜଳି ବିଶ୍ଵାଳ ସମିତି ସଭ୍ୟ ପ୍ରବେଶ ନ ମଲ୍ଲିକ ଏ ବଂ ବାର। ଦୋ ମୁଣ୍ଡା ପଞ୍ଚାୟତରେସର ସରପଞ୍ଚ ଭାବେ ପ୍ରସନ୍ନ କୁମାର ମଲ୍ଲିକ ଓ ସମିତି ସଭ୍ୟଭାବେ ରାନି ଲତା ସେଠୀ ନିର୍ବାଚତ ହୋଇଛନ୍ତି ।
Leave A Reply