corona

ରଘୁନାଥପୁର୧୩/୯ ରଘୁନାଥପୁର ବ୍ଲକ ଅଧୀନ ବରାଗୋଳ ସ୍କୁଲରେ ଆୟୋଜିତ କରୋନା ସଂଗରୋଧ କେନ୍ଦ୍ରରେ ରହୁଥିବା ସଂଦିଗ୍ଧ ରୋଗୀ ମାନଙ୍କର ଦାୟୀତ୍ୱ ସୁଚାରୁ ରୁପେ ବୁଝିବୁଝି ଶେଷରେ ଏହି ପଂଚାୟତର କରୋନା ଯୋଦ୍ଧା ସରପଂଚ ଶୁଭ୍ରାଂଶୁ ସ୍ୱାଇଁ ଗତକାଲି କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ଯାଇଛି ।

ସେ ବର୍ତମାନ ଘରୋଇ ସଂଗରୋଧରେ ରହୁଥିବା ବେଳେ ରଘୁନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କର ସମସ୍ତ ପ୍ରକାର ଚିକିସôା ସୁବିଧା ଯୋଗାଇ ଦିଆଯାଇଛି ।ତେବେ ଗତ ଶୁକ୍ରବାର ଦିନ ପୁରଣ ଓଡପଡା ପଂଚାୟତରେ ଅନୁଷ୍ଠିତ ବିଜେଡି ଦଳୀୟ ବୈଠକରେ ତାଙ୍କର ଯୋଗଦାନ ସେଠାରେ ଉପସ୍ଥିତ କର୍ମୀ ମାନଙ୍କ ମନ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here