Odisha news

ପୁନମ୍‌ ପାଣ୍ଡେ ପ୍ରେମିକ ସହ ଗିରଫ

0

ବିବାଦରେ ରହୁଥିବା ଅଭିନେତ୍ରୀ ତଥା ମଡେଲ୍‌ ପୁନମ୍‌ ପାଣ୍ଡେ ପୁଣି ଥରେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ମୁମ୍ବାଇ ମରିନ୍‌ ଡ୍ରାଇଭ୍‌ରେ ୪୬ ବର୍ଷୀୟ ବନ୍ଧୁ ସୈମ ଅହମଦଙ୍କ ସହିତ ବିଏମ୍‌ଡବ୍ଲì କାର୍‌ରେ ବୁଲୁଥିବା ବେଳେ ଧରାପଡ଼ିଛନ୍ତି । ଦୁହେଁ ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବାରୁ ଗିରଫ୍‌ କରାଯାଇଛି ଓ ସେମାନଙ୍କ କାର୍‌ ଜବତ କରାଯାଇଛି । ଦୁହିଁଙ୍କ ବିରୋଧରେ ଆଇପିସି ଧାରା ୨୬୯ ଓ ୧୮୮ ଅଧୀନରେ ମାମଲା ରୁଜୁ ହୋଇଛି ।

Leave A Reply