Odisha news

କେନ୍ଦ୍ରାପଡା ସହରରେ ମାଙ୍କଡଙ୍କ ଉପଦ୍ରବ : ମାଙ୍କଡ କାମୁଡାରେ ୩ ଗୁରୁତର

0

କେନ୍ଦ୍ରାପଡା-୧୧/୦୫ କେନ୍ଦ୍ରାପଡା ସହରରେ ଗତ କିଛିଦିନ ହେଲା ମାଙ୍କଡଙ୍କ ଉପଦ୍ରବରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି । ବିଶେଷକରି ସହରର ୬ ନଂ ୱାର୍ଡ ନସଡିପୁର ଗ୍ରାମରେ କିଛି ମାଙ୍କଡ ଦଳବଧ ହୋଇ ଯାତାୟତ କରୁଥିବା ଅରୋହୀଙ୍କୁ କାମୁଡି ଗୁରୁତର କରୁଛନ୍ତି । ଏହି ଗ୍ରାମର ଜଗନ୍ନାଥ କର , ମନୋଜ କୁମାର ଜେନା ଏବଂ ସେହି ଗ୍ରାମର ଜଣେ ମହିଳାଙ୍କୁ ମାଙ୍କଡ କାମୁଡି ଗୁରୁତର କରିଛି । ଏହି ୩ ଜଣ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଥିବାର ଜଣା ପଡିଛି । ଏହି ମାଙ୍କଡ ମାନକୁ ସେଠାରୁ ଘଉଡାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହେଉଛି ।

Leave A Reply