ପୋଲସରା :30/09/2021,ପୋଲସରା (ରଂଜୟ ପାଣିଗ୍ରାହୀ )ପୋଲସରା ବ୍ଲକର ନିମିନା ଗ୍ରାମ ପଂଚାୟତରକିଛି କର୍ମୀ ଜିଲୁଣ୍ଡା ମହାଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ନିମିନା ଗ୍ରାମ ପଞ୍ଚାୟତ ବିଜୁ ଜନତାତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ବରଗାଁ ଗ୍ରାମର ଅନୀଲ କୁମାର ଗୌଡ଼ ଙ୍କ ନେତୃତ୍ୱରେ ୩୦ ବିଜେପି ପରିବାର ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।ଜନ ପ୍ରତିନିଧି ଉପସ୍ଥିତ ଥିଲେ
Comments are closed.