ଏକଛତ୍ରବାଦୀ ଓ କୂଳଘର ନିର୍ମାଣ କରିବା ନାମରେ ଅର୍ଥ ତୋଷର ପାତ ବିରୋଧରେ ଜନ ମେଳି : (ବାଉରୀଖଦାଳ) କୁଳରନୂତନ ପଦ ପଦବୀ ଚୟନ
ପୋଲସରା,-,,(ରଂଜୟ ପାଣିଗ୍ରାହୀ) ; ବହୁ ଦିନ ଧରିଗଂଜାମ ଜିଲ୍ଲାରେ ଚାଲି ଆସୁଥିବା ବିଭିନ ଜାତି ତଥା (ଖଦାଳ ବାଉରୀ) କୁଳର ବିଭିନ୍ନ ପଦ ପଦାବିରେ ରହି ଆୟ,ଖଚଆଦି ର ହିସାବ ନଦେବା ରୁ ତା.17.1.2021ରିଖ ପୂର୍ବାହ୍ନ ୧୧ଟା ସମୟରେ ନୀଳକଣ୍ଠ ମନ୍ଦିର ପ୍ରାଙ୍ଗଣରେ କଳୁଷିତ କଥାକଥିତ ସଭାପତି କୁ ବହିଷ୍କାର କରି,ଏହି36 ପଲି ମୁଠାର ଜ୍ଞାନୀ, ବୁଦ୍ଧିଜୀବୀ, ସମାଜସେବୀ ଓ ଯୁବଗୋଷ୍ଠୀ ମାନଙ୍କର ବିଚାର ବିମର୍ଷ କରି ସର୍ବ ସମ୍ମତି କ୍ରମେ ଏ ଜାତିରେ ଶୃଙ୍ଖଳିତ, ସୁଖ ସମୃଦ୍ଧି ଓ ଭବିଷ୍ୟତ ପରିବର୍ତ୍ତନ ର ଆହ୍ୱାନ କୁ ଆଖି ଆଗରେ ରଖି ଏକ ସ୍ଥାୟୀ ନେତୃତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ କର୍ମ କର୍ତ୍ତା ଚୟନ କରାଗଲା ।ସଭାପତି ଭାବେଶ୍ରୀ ବସନ୍ତ କୁମାରନାୟକ ,ଉ.ସଭାପତି ଶ୍ରୀ ସିକେନ୍ଦ୍ର ଦାସ ,ସମ୍ପାଦକଶ୍ରୀ ବାବୁଲା ନାହାକ ,ସହସମ୍ପାଦକ ପର୍ଶୁରାମ ନାହାକ ,କୋଷାଧ୍ୟକ୍ଷ ଶ୍ରୀ ଯୁଧିଷ୍ଠିର ନାହାକ (ବେହେରା), ଶ୍ରୀ ବିନୁ ନାହାକ , ପତ୍ରବାହାକ ଶ୍ରୀ ଉମା ନାହାକ ,ଉପଦେଷ୍ଟା ଭାବରେ ଶ୍ରୀଚନ୍ଦ୍ରମଣି ନାହାକ ,ଧନୁର୍ଦ୍ଧର ନାହାକ ଓ ସନ୍ତୋଷ ନାହାକ ଙ୍କୁ ଚୟନ କରାଯିବା ସହ ପୂର୍ବରୁ ରହିଆସୁଥିବା ପଦ ପଦବୀ ଧାରି ମାନକୁ ବହିଷ୍କାର କରାଯାଇ ନୁତନ ଯୁବକଙ୍କୁ କାଯ୍ୟ କରିବା ପାଇଁ ତାଲୁକାସ୍ତରରେ ସହମତି ଆଧାରରେ ଉପରୋକ୍ତ ନାମ ଧାରୀ ମାନ ଙ୍କୁ ଚୟନ କରା ଗଲା । ଚୟନ ସମୟରେ 36 ପଲି ମୁଠାର(ବାଉରୀ ଖଦାଳ) ମେମ୍ଵ ର ମାନ ଙ୍କ ସହ ତାଲୁକା ସଭାପତି ଶ୍ରୀ ଅମର ନାହକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।