Odisha news

ଢେଙ୍କାନାଳ ପୋଲିସକୁ ବଡ ସଫଳତା : ବ୍ରାଉନସୁଗାର , ଦେଶୀ ବନ୍ଦୁକ ସହ ୨ଲକ୍ଷ୨୬ହଜାର ଟଙ୍କା ଜବତ , ମୁଖ୍ୟ ଅଭିଯୁକ୍ତ ଗଣେଶ୍ୱର ଖୁଣ୍ଟିଆ ଗିରଫ

0

ଭୁବନତା : ଢେଙ୍କାନାଳ ଟାଉନ ଥାନାରେ ମହିଳାଥାନାଧିକାରୀ ଙ୍କ ଯୋଗଦାନ ପରେ ଧଲାଜହର ବ୍ୟବସାୟୀଙ୍କ ମୁଣ୍ଡବିନ୍ଦା ହେଉଛି । ରେଡ ପରେ ରେଡ ହୋଉଥିବାରୁ ପୋଲିସକୁ ମିଳିଛି ସଫଳତା  ନମିତା ନାୟକଙ୍କୁ  । ଗୋଟିଏ ପରେ ଗୋଟିଏ ପାହାଚ ଚଢି ସଫଳତାକୁ ହାତେଇଛି ଢେଙ୍କାନାଳ ପୋଲିସ ୠତ ସପ୍ତାହରେ ପୁରୁଣା ବ୍ଲଡବ୍ୟାଙ୍କରୁ ପ୍ରଥମେ ଜବତ କରିଥିଲେ ୧୪ ଗ୍ରାମର ଧଳାଜହର  । ଗିରଫ କରିତôଲେ ତିନି ମାଫିଆଙ୍କୁ  । ରବିବାର ଦିନ ସକାଳ ଜବତ ହୋଇଛି ୧୪ଲକ୍ଷଟଙ୍କାର ଧଳାଜହବ୍ୱ୍ାଉନସୁଗାର (୧୪୩ଗ୍ରାମ)  ।  ଢେଙ୍କାନାଳ ସହର ଉପକଣ୍ଟ  ର ରାମେଶ୍ୱରପୁର  ଅଚଂଳରୁ  ବ୍ରାଉନସୁଗାର ଜବତ କରାଯିବା ସହ ମୁଖ୍ୟ ଅଭିଯୁକ୍ତ ଗଣେଶ୍ୱର ଖୁଣ୍ଟିଆ ଙ୍କୁ ଗିରଫ କରାଯାଇଛି  ।

ଗଣେଶ୍ୱରଙ୍କ ନିକଟରୁ ଏକ ଦେଶୀ ବନ୍ଦୁକ ସହ ୨ଲକ୍ଷ୨୬ହଜାର ଟଙ୍କା ସହ ଏକ ମୋଟର ସାଇକେଲ  , ଓଜନ ମେସିନ ଆଲୁମିନିୟମ ଫଏଲ ଜବତ କରାଯାଇଛି  । ଏହି ବ୍ରାଉନସୁଗାରସବୁ  ଖୋର୍ଦ୍ଦା ଓ ବାଲେଶ୍ୱର ଅଚଂଳରୁ ଢେଙ୍କାନାଳରେ ବ୍ୟବସାୟ କରାଯାଉଥିବା ଢେଙ୍କାନାଳ ଆରକ୍ଷୀ ଅଧିôକ୍ଷକ ଅନୁପମା ଜେମସ୍  ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି  । ରବିବାର ଏସ ଆଇ ଚନ୍ଦ୍ରକାନ୍ତ ସେଠୀ    , ପି ଖଡିରତ୍ନ, ରସାନନ୍ଦ ନାୟକ ବିଭୁତି ବେହେରା , ପ୍ରମୁଖ   ରେଡ କରି ଜବତକରିଥିଲେ  ।  ଗଣେଶ୍ୱର ଙ୍କୁ କେସ ନଂ ୧୧୩/୧୮ , ୩୩୧/୧୭. ୨୧୧/୧୩, ୧୯୩/୧୨, ୧୬୮/୨୦୦୮ ରେ ଗିରଫ  କରି ଜେଲ ପଠାଇଛି  ।

 

Nalco

Leave A Reply