Odisha news

ପ୍ରଭାକର ପଣ୍ଡା ଙ୍କ ଦ୍ଵାରା ରଘୁନ୍ନାଥ କ୍ରିକେଟ ଟୁନା ମେଣ୍ଟ ଉଦଘାତୀତ।

0
ପୋଲସରା,ପୋଲସରା(ରଂଜୟ ପାଣିଗ୍ରାହୀ) : ପୋଲସରା ବିଧାନସଭା ମଣ୍ଡଳୀ ର ବୁଗୁଡା ବ୍ଲକ ଅନ୍ତ୍ରଗତ ଘୋଳପୁର ଗ୍ରାମ ରେ ଆଜି ଘୋଲପୁର କ୍ରିକେଟ ଟୁନାମେଣ୍ଟ ଘୋଳପୁର ର ୧୪ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ଯ ଅତିଥି ଭାବେ ଯୁବ ସମାଜ ସେବିତଥାବିଜେପି ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା ଉଦ୍ଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବେ ସଂକୁରୁ ସରପଞ୍ଚ ପ୍ରତିନିଧି ନିରଞନ ନାୟକ, ରୁମାଗଡ଼ ପ୍ରତିନିଧି ପୁର୍ଣ୍ଣ ଚନ୍ଦ୍ର ଖଟୁଆ, ସମାଜ ସେବି ବିଦେଶୀ ସାମଲ ଉପସ୍ଥିତ ଥିଲେ। ଉଦ୍ଘାଟନ ମ୍ଯାଚରେ ଘୋଳପୁର ପ୍ରଥମ ବେଟିଙ୍ଗି କରି ୧୨ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲେ। କାନକୁଟୁରୁ ଦଳ ଜଵାଵରେ ୯୬ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା ଏହି କ୍ରିକେଟ ଟୁନାମେଣ୍ଟ ଟି ରୟଲ,ସାନୁତ, କାଁହୁ,ସୁନୀଲ,ରାଘବସହଯୋଗ କରିଥିଲେ।
Leave A Reply