Odisha news

ଶୁଭ ସକାଳ

0
ଜଗତ ଜନନୀ ମା ସିଂହ ବାହିନୀ
ଭକତି ଭରେ ତତେ କରଇ  ପୂଜା  ।..
 ଶକତି ଦିଅ ମା ମୁକତି ଦିଅ ମା
ଦିଅନି ମା କରୋନା ପରିକା  ସଜା  ।..
ଦୁଃଖ ସାଗର ରେ ବୁଢେ ଦୁନିଆ
ଅସହ୍ୟ ରେ ଏ ମନ ହୁଏ ଛାନିଆ   ।..
 ଝଙ୍କଡ଼ ବାସିନୀ  ସଙ୍କଟ ନାସିନୀ
ଏ ବିପଦ ସମୟେ ହୁଅ  ସୁଦୟା
ଦୂର କରିଦିଅ କରୋନା କାୟା  ।..
ଦିଅ ହେ ମା ତୁମେ ଏ ଶୁଭ ଆଶିଷ
ସୁଖିଲା ଓଠେ ଆମ ଫୁଟାଅ ହସ  ।..
        *****   ଅକ୍ଷୟ ପଣ୍ଡା
Leave A Reply