Odisha news

ଗୃହର ଏହି ଦିଗରେ ହୋଇଥାଏ ପିତୃ ପୁରୁଷଙ୍କ ବାସ, କରନ୍ତୁ ଏହି ଗୋଟିଏ କାର୍ଯ୍ୟ ମିଳିବ ମା ଲକ୍ଷ୍ମୀଙ୍କ କୃପା

0

ବର୍ତମାନ ପିତୃପକ୍ଷ ଶ୍ରାଦ୍ଧ ଚାଲିଛି , ପିତୃପକ୍ଷ ରେ ପିତୃପୁରୁଷ ଙ୍କୁ ଶ୍ରାଦ୍ଧ ତର୍ପଣ କରିବା ଦ୍ୱାରା ତାଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ l ଏବଂ ଆମ ଜୀବନ ରେ ସୁଖ-ଶାନ୍ତିର ବାସ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୃହରେ ଏଭଳି ଦିଗଟିଏ ରହିଥାଏ ଯେଉଁଠି ପିତୃପୁରୁଷ ଙ୍କ ବାସ ହୋଇଥାଏ l ଏବଂ ଏହି ଦିଶାରେ ବିଶେଷ କାର୍ଯ୍ୟ କରିବା ଦ୍ୱାରା ପିରୁ ପୁରୁଷ ଙ୍କ କୃପା ଦୃଷ୍ଟି ମିଳିଥାଏ l

– ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ପିତୃ ପୁରୁଷ ଙ୍କ ବାସ ହୋଇଥାଏ, ଶ୍ରାଦ୍ଧ ପକ୍ଷ ସମୟ ରେ ଏହି ଦିଗରେ ପ୍ରତିଦିନ ସକାଳୁ ଠିଆ ହୋଇ ପ୍ରଣାମ କରନ୍ତୁ l ଏବଂ ଏହି ସମୟ ରେ ପିତୃ ପୁରୁଷାୟ ନମଃ ଉଚ୍ଚାରଣ କରନ୍ତୁ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃପୁରୁଷ ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିଗରେ ନିୟମିତ ଚତୁର୍ମୁଖୀ ଦୀପଟିଏ ଜଳାଇବା ଜରୁରୀ l ଏହାଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏବଂ ଏହି ଦିଗରେ ଦୀପଟିଏ ଜଳାଇବା ଦ୍ୱାରା ପିତୃ ପୁରୁଷ ଙ୍କ ଆଶୀର୍ବାଦ ମିଳିଥାଏ ଓ ଜୀବନ ସୁଖମୟ ହୋଇଥାଏ l

– ଏହାଛଡା ଯଦି ପିତୃପକ୍ଷରେ ଆପଣ ନିୟମିତ ଓସ୍ତ ବୃକ୍ଷ ମୂଳରେ ଦୀପ ଟିଏ ଜଳାଇବା ଜରୁରୀ ଏବଂ ଏହି ଦୀପରେ କଳା ରାଶି ପକାଇ ଜଳାଇବା ଦ୍ୱାରା ଜିବନର ବାଧାବିଘ୍ନ ଦୂର ହୋଇଥାଏ l

– ଆପଣ ପିତୃପକ୍ଷ ରେ ୧୫ ଦିନ ପର୍ଯ୍ୟନ୍ତ ଘରର ମୁଖ୍ୟ ଦ୍ୱାରା ରେ ଦୀପ ଟିଏ ଜଳାଇବା ଦ୍ୱାରା l ଏହାଦ୍ୱାରା ଘରର ନକାରାତ୍ମକ ଉର୍ଜା ଦୂର ହୋଇଥାଏ l ପିତୃ ପୁରୁଷ ଙ୍କ ସହିତ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l

Leave A Reply