ମୁମ୍ବାଇ : ବଲିଉଡ୍ କିଙ୍ଗ ସହରୁଖ ଖାନ୍ ଓ ଦୀପିକା ପଡୋକନ ଅଭିନୀତ ଚଳଚ୍ଚିତ୍ର ବର୍ତ୍ତମାନ୍ ସାରା ଦେଶରେ ଚର୍ଚ୍ଚା ସାଉଁଟିଛି । ଏହି ଚଳଚ୍ଚିତ୍ର ର ଗୋଟିଏ ଗୀତ ନିକଟରେ ରିଲିଜ୍ ହୋଇଛି , ଯାହାକୁ ନେଇ ସାରା ଦେଶରେ ଗୋଟିଏ ପ୍ରକାରର ଆଲୋଚନା ଶୁଣିବାକୁ ମିଳିଛି । ଅମିର୍ ଖାନ୍ ଙ୍କ ଚଳଚ୍ଚିତ୍ର ଲାଲ୍ ସିଂ ଚଢ଼ା ପରେ ସହରୁଖ ଖାନ୍ ଙ୍କ ପଛରେ ବାଏକଟ ଗ୍ୟାଙ୍ଗ ଅକ୍ଟିଭ୍ ହୋଇ ଯାଇଛନ୍ତି । ସୋସିଆଲ ମିଡ଼ିଆ ରେ #boycottpathaan ହ୍ୟାସ ଟ୍ୟାଗ୍ ଟ୍ରେଣ୍ଡ ହେବାରେ ଲାଗିଛି । ଏହି ସମୟ ମଧ୍ୟରେ ଦୀପିକା ଙ୍କ ର ଗୋଟିଏ ଭିଡିଓ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ ଅଭିନେତ୍ରୀ ଙ୍କ ଧର୍ମ କୁ ନେଇ ପ୍ରଶ୍ନ ଉଠିଛି ।
ପଠାନ ଚଳଚ୍ଚିତ୍ର ର ‘ ବେଶର୍ମ୍ ରଙ୍ଗ ‘ ସଙ୍ଗୀତ ରେ ଦୀପିକା ଖୁବ୍ ବୋଲ୍ଡ ଦେଖା ଯାଉଛନ୍ତି , ଏହି ସଂଗୀତ ର ଗୋଟିଏ ସିନ୍ ରେ ଦୀପିକା ଭଗୱା ଅର୍ଥାତ୍ ସନ୍ୟାସୀ ବା ହନୁମାନ ଙ୍କ ରଙ୍ଗର ବିକିନି ପନ୍ଧି ଥିବାର ନଜର ଆସିଥିଲେ । ଯାହାକୁ ନେଇ ରାଜନେତା ମାନେ ଆପତ୍ତି ଉଠାଇ ଛନ୍ତି । ଏହି ସମୟରେ ଗୋଟିଏ ବିଶ୍ଵ ବିଦ୍ୟାଳୟ ର ଜଣେ ପ୍ରଫେସର ଦୀପିକା ଙ୍କ ଧର୍ମ କୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ।
ଫିଲ୍ମ ମେକର୍ ବିନୋଦ କାପଡ଼ି ଗୋଟିଏ ଭିଡିଓ ନିଜର ଟୁଇଟର ହ୍ୟଣ୍ଡେଲ ରେ ସେୟାର କରିଛନ୍ତି , ଏବଂ କ୍ୟପ୍ସନ ରେ ଲେଖିଛନ୍ତି #Dipikapadukone ଙ୍କୁ ନେଇ ନୂଆ ଖୁଲାସା। ଏହି ଭିଡିଓ କୁ ଦେଖିବା ପରେ ପାଟନା ବିଶ୍ଵବିଦ୍ୟାଳୟ ର ତତକାଳ ପ୍ରଭାବ କୁ ବନ୍ଦ୍ କରାଯାଉ । ‘
ଏହି ଭିଡିଓ ଟି ରେ କିଏ ସେହି ବ୍ୟକ୍ତି କିଏ ଜଣା ପଡୁ ନାହିଁ ।