Odisha news

ପାନ ପତ୍ର ର ଏହିଭଳି ପ୍ରୟୋଗ କରି ନିଜ ଭାଗ୍ୟକୁ ଚମକାନ୍ତୁ , ହୋଇଯିବ ବିଗିଡି ଯାଇଥିବା କାର୍ଯ୍ୟ

ଆମ ହିନ୍ଦୁ ଧର୍ମର ବିଭିନ୍ନ ପ୍ରକାରର ଶୁଭ କାର୍ଯ୍ୟରେ ପାନର ବ୍ୟବହାର ହୋଇଥାଏ । ପୂଜା ଠାରୁ ନେଇ ବିବାହ କାର୍ଯ୍ୟରେ ପାନ ର ବିଶେଷ ପ୍ରୟୋଗ ହୋଇଥାଏ । ଆମେ ଆଜି ଜାଣିବା କେତୋଟି ଗୁରୁତ୍ଵ ପୂର୍ଣ୍ଣ କଥା ପାନ କୁ ନେଇ । ସତ୍ୟ ନାରାୟଣ ପୂଜାରେ ବିଶେଷ ଭାବରେ ପାନ ର ପ୍ରୟୋଗ ହୋଇଥାଏ ।

* ଛୋଟ ପିଲାଙ୍କୁ ନଜର ଲାଗିବା ଗୋଟିଏ ସାଧାରଣ କଥା । ଯଦି ଛୋଟ ଛୁଆ ଙ୍କୁ ନଜର ଲାଗିଯାଏ ତେବେ ଛୋଟ ଖଣ୍ଡ ପାନ ପତ୍ରକୁ ନେଇ ସେଥିରେ ୭ଟି ଗୋଲାପ ପାଖୁଡା ସହିତ ବାଟି ଖୁଆଇ ଦିଅନ୍ତୁ ଶିଶୁ ସୁସ୍ଥ ରହିବ ।
* ଲଗାତାର ଭାବରେ ୭ଟି ମଙ୍ଗଳବାର କିମ୍ବା ଶନିବାର ଡେମ୍ଫ ଥିବା ପାନ ପତ୍ରକୁ ନେଇ ଲଡୁ ସହିତ ହନୁମାନଙ୍କୁ ପ୍ରସାଦ ଚଢ଼ାଇବା ଦ୍ଵାରା ସମସ୍ତ ବିଘ୍ନ ଦୁର ହୁଏ ।
* ଯଦି ଆପଣଙ୍କ ବ୍ୟବସାୟ ରେ କିଛି ଅସୁବିଧା ଦେଖା ଦେଉଛି ତେବେ ମନ୍ଦିରରେ ପାନ ପତ୍ର ଅର୍ପଣ କରନ୍ତୁ ଓ ଇଚ୍ଛା କଲେ ପାନ ପତ୍ର ମଧ୍ୟ ଦାନ କରି ପାରିବେ । ବିଘ୍ନ ଦୁର ହେବ ।
* ଯଦି ଆପଣ ଅନୁଭବ କରୁଛନ୍ତି ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜିିଛି ତେବେ ରବିବାର ଦିନ ଡେମ୍ଫ ଲାଗିଥିବା ଗୋଟିଏ ପାନ ପତ୍ରକୁ ପକେଟ୍ ରେ ନେଇ ଯାଆନ୍ତୁ , ଏବଂ ଦେଖିବେ ଆପଣଙ୍କର ନ ହେବା କାର୍ଯ୍ୟ ମଧ୍ୟ ହୋଇଯିବ ।
* ମଙ୍ଗଳ ବାର ଓ ଶନି ବାର ଦିନ ହନୁମାନଙ୍କ ନିକଟରେ ବିଡ଼ିଆ ପାନ ଚଢ଼ାଇବା ଦ୍ଵାରା ନ ହେବା କାମ ମଧ୍ୟ ହୋଇ ଯାଇଥାଏ । ହନୁମାନଙ୍କ ନିକଟରେ ବିଡିଆ ପାନ ଅର୍ପଣ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ ତାହା ଯେପରି ପ୍ରସ୍ତୁତ ହେବା ମାତ୍ରକେ ଅର୍ପଣ ହେବା ଆବଶ୍ୟକ । ଆପଣଙ୍କ ଜୀବନରୁ ବିଘ୍ନ ଦୁର ହେବ ।
* ଘରର ବାସ୍ତୁ ଶାସ୍ତ୍ର ଠିକ୍ ରଖିବା ପାଇଁ ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ପାନ ପତ୍ର ଓ ଘିଅ ଅର୍ପଣ କରନ୍ତୁ । ଯାହା ଦ୍ଵାରା ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ଯିବ ଓ ସନ୍ତାନ ମାନଙ୍କର ଉନ୍ନତି ହେବ ।

Comments are closed.