Odisha news

ପାକିସ୍ତାନ : ପାକିସ୍ତାନୀ ତାଲିବାନୀ ସେନା ଉପରକୁ କଲେ ଆକ୍ରମଣ , ୧୫ ଜଣ ଯବାନ ଙ୍କର ମୃତ୍ୟୁ ,ଆତଙ୍କବାଦୀ ମାନେ ୬୩ ଜଣ ସୈନ୍ୟଙ୍କୁ କଲେ ଅପହରଣ

ନୂଆଦିଲ୍ଲୀ : ପାକିସ୍ତାନ ର ଖେବାର ପାଖତୁନଖ୍ବା ଅଂଚଳରେ ଥିବା କୁରମ ରେ ତାହରିକ -ଏ -ତାଲିବାନ ପାକିସ୍ତାନ ଦ୍ୱାରା ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଛନ୍ତି l ଏହି ଆକ୍ରମଣରେ ପାକିସ୍ତାନୀ ସେନାର କ୍ୟାପଟେନ ସହିତ ୧୨ ରୁ ୧୫ ଜଣ ଯବାନ ମୃତ୍ୟୁ ବରଣ  କରିଛନ୍ତି l ଯେବେକି ଏହି ଆକ୍ରମଣରେ ଅନେକ ଯବାନ ଆଘାତ ପାଇଛନ୍ତି l ପାକିସ୍ତାନୀ ତାଲିବାନ ଆତଙ୍କବାଦୀ ମାନେ ସେନାର ୬୩ ଜଣ ଯବାନ ଙ୍କୁ ଅପହରଣ କରି ନେଇଛନ୍ତି l

Comments are closed.