Odisha news

ବିଜେପି ଛାଡିଲେ ରଶ୍ମି ରଞ୍ଜନ ନାୟକ

ଓଡ଼ିଶାର ଯାଜପୁର ଜିଲ୍ଲାର ରଶ୍ମି ରଞ୍ଜନ ନାୟକ ଜିଲ୍ଲାପରିଷଦ 34ନମ୍ବର ଜୋନର ଯାଜପୁର ଜିଲ୍ଲା ଶାଖା ଭାରତୀୟ ଜନତା ପାର୍ଟି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି |ଦୀର୍ଘ ଦିନ ଧାରି ବିଜେପି ଦଳରେ ସୁରଙ୍ଖଳିତ ସଦସ୍ୟ କାର୍ଯ୍ୟ କରୁଥିଲେ |ସବୁବେଳେ ଜନସାଧାରଣଙ୍କ ସହିତ ଜଡିତ ରହି କାର୍ଯ୍ୟ କରୁଥିଲେ ଏବଂ ବିଜେପି ଦଳକୁ ଶକ୍ତିଶାଳୀ କରିଆସୁଥିଲେ |2017ମସିହା ପଞ୍ଚଯାତ ସ୍ଥରରେ ଦଳ ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ଶାସକ ଦଳର ଧର୍ମଶାଳା ନିର୍ବାଚନ ମଣ୍ଡଳୀର 34ନମ୍ବର ଜୋନରେ 2014ମସିହା ସାଧାରଣ ନିର୍ବାଚନରେ ଶାସକ ଦଳର 23ହଜାର ଭୋଟ ଅଧିକ ପାଇଥିଲେ |ସେହି ସମୟରେ ଜାତୀୟ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲା |

2019ବିଧାନ ସଭା ଓ ଲୋକସଭା ନିର୍ବାଚନ ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରୁଥିଲେ |ତାଙ୍କୁ ଦଳ ଦୁଃଖ ଦେଇ କିଛି ଭଲ କାଟିନାହିଁ |ତେଣୁ ବାଧ୍ୟ୍ୟ ହୋଇ ଦଳ ଛାଡିଲି |ଦଳରେ ତାଙ୍କୁ କୌଣସି କାର୍ଯ୍ୟରେ ଯୋଗ କରୁ ନଥିଲେ |ତତସହିତ ଜିଲ୍ଲା ସ୍ଥରରେ କୌଣସି ପାଦପଦବୀରେ ରଖାଯାଉନଥିଲା |ଯାହାଫଳରେ ଦଳର ଭାବମୂର୍ତ୍ତି ଓ ନିତୀ ଗତି ବିଜେପି ଦଳରେ ଆଦୌ ଭଲ ନଥିଲା |ଆଜି ଦୁଃଖ ପ୍ରକାଶ କରି ବାଧ୍ୟ୍ୟ ହୋଇ ଦଳ ଛାଡିଲି ଏବଂ ଭାରତୀୟ ଜନତା ପାର୍ଟିରୁ ଇସ୍ତପା ଦେଉଛି |ଧନ୍ୟ ଏ ଭ୍ରଷ୍ଟା ଚାର ବିଜେପି ଦଳ |ଦେଶକୁ ଲୁଣ୍ଠନ କରି ଗରିବଙ୍କୁ ତଳିତଳାନ୍ତ କରିଦେଉଛି |ଯାହାଫଳରେ ଦଳର ଭାବମୂର୍ତ୍ତି ଓ ନିତୀ ଆଦର୍ଶ ମୋର ସମ୍ପୂରମାତ୍ରରେ ଖୁର୍ଣ ହୋଇଛି |ତେଣୁ ଭତ୍ତାତୀୟ ଜନତା ପାର୍ଟିରେ ତିଳେମାତ୍ର ରହିବାକୁ ଇଛା ନାହିଁ ବରଂ ଆଜି ଏହି ଦଳରୁ ସବୁଦିନ ପାଇଁ ଇସ୍ତଫା ଦେଲି |ଉକ୍ତ ଶ୍ୱେତ ପତ୍ର ରାଜ୍ୟ ସଂଗଠନ, ଜିଲ୍ଲା ରାଜ୍ୟ ପ୍ରଭାରୀ, ଜିଲ୍ଲା ଭାଜପା ସଭାପତି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ନେତାଙ୍କ ଉଦେଶ୍ୟରେ ପ୍ରଦାନ କଲି |

Comments are closed.