Odisha news

ପାକିସ୍ତାନରୁ ରାମନଗରୀ ରେ ପ୍ରାଣ ପ୍ରତିଷ୍ଠା ପାଇଁ ଆସି ପହଁଚିଛି ଏହି ବିଶେଷ ଜିନିଷ : ଜାଣନ୍ତୁ କଣ ?

0

ବର୍ତମାନ ସମଗ୍ର ଅଯୋଧ୍ୟା ନଗରୀ ରାମ ମୟ …
ଯେଉଁଆଡେ ଦେଖିବ ଲୋକାରଣ୍ୟ ଆଉ ଜୟ ଶ୍ରୀ ରାମ ଧ୍ୱନୀ ରେ କମ୍ପୁଛି ଅଯୋଧ୍ୟା ନଗରୀ ….
ଭଜନ କୀର୍ତନ ରେ କମ୍ପୁଛି ଅଯୋଧ୍ୟା ର କୋଣ ଅନୁକୋଣ

ସମସ୍ତ ଙ୍କ ର ଅପେକ୍ଷା ରହିଛି ଜାନୁଆରୀ ୨୨ ତାରିଖ କୁ l ଏହିଦିନ ହେବ ରାମ ଲଲା ଙ୍କ ପ୍ରାଣ ପ୍ରତିଷ୍ଠା l ଦେଶ ବିଦେଶରୁ ଅନେକ ଉପହାର ଓ ସାମଗ୍ରୀ ଆସି ପହଁଚିଛି ଅଯୋଧ୍ୟା ରେ l ଏପରି ସ୍ଥିତି ରେ ବା କିପରି ପଛରେ ରହିଥାନ୍ତା ଭାରତର ପଡୋଶୀ ଦେଶ ପାକିସ୍ତାନ l ଯାହାକି ବ୍ୟବହାର ହେବ ପୂଜା ର ପ୍ରସାଦ ରେ l ଯାହାକୁ ଶ୍ରଦ୍ଧାରେ ସେବନ କରିବେ ଶ୍ରଦ୍ଧାଳୁ ମାନେ l

ହଁ ଆଜ୍ଞା ପାକିସ୍ତାନ ରୁ ଆସିଛି ସଇନ୍ଧବ ଲୁଣ l ଯାହାକି ଦୁନିଆର ଗୋଟିଏ ଦେଶ ରେ ମିଳିଥାଏ , ସେ ହେଉଛି ପାକିସ୍ତାନ l ମାନ୍ୟତା ଅନୁସାରେ ହିନ୍ଦୁ ସମୁଦାୟ ର ଲୋକେ ପୂଜା ପର୍ବ ରେ ସଇନ୍ଧବ ଲୁଣ ର ବ୍ୟବହାର କରି ଥାଆନ୍ତି l ଏହାକୁ ରକ ସଲ୍ଟ ବା ହିମାଳୟାନ ପିଙ୍କ ସଲ୍ଟ ମଧ୍ୟ କୁହାଯାଇ ଥାଏ l

ଏହାଛଡା ପ୍ରାଣ ପ୍ରତିଷ୍ଠା ପାଇଁ ପଞ୍ଜାବ ରୁ ଶୁଦ୍ଧ ଦେଶୀ ଘିଅ , ବନାରସ ରୁ ପାନ ଓ ନେପାଳ ଜନକପୁରୀ ରୁ ମାଟି ଆସି ପହଂଚିଛି l

Leave A Reply