କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ,ରାଲାଗାଡ଼ା ପଞ୍ଚାୟତର ଦୀର୍ଘ ବର୍ଷ ବିଜେପି କର୍ମୀ ବିଜେପିକୁ ଭାୟା ଭାୟା କରି ରବିବାର ଅପରାହ୍ନ ଦୁଇ ଘଣ୍ଟା ସମୟରେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଭାସବନ ଠାରେ ଏକ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।ଏଥିରେ ରାଜ୍ୟ ସରକାର ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ସୂଚ ନିର୍ମଳ ଭାବ ମୂର୍ତ୍ତି କାର୍ଯ୍ୟ କଳାପ ନେଇ ସାମିଲ ହୋଇଥିବା ରାଲାଗାଡ଼ା ନାୟକ ସରପଞ୍ଚ ପଦୁ କ୍ରୋଡ଼ି କହିଛନ୍ତି।ଉକ୍ତ ଯୋଗ ଦାନ କାର୍ଯ୍ୟକ୍ରମ ନେତୃତ୍ୱରେ ନେଇଥିବା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଜେଡି କଡ଼ିନେଟର, ଦିନେସ ଖରା, ଲଷ୍ମଣ ପାଢ଼ୀ,ଏସ ,ଡ଼ି, ସି ମେମ୍ବର ସୁରେଶ କୁମାର ରୁଡ଼ି,କେ,ସ୍ୱାମୀ ଈଶ୍ୱର ରାଓ ତାଙ୍କ ସହ ଯୋଗରେ ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଛନ୍ତି।ଏଥିରେ ତିଳି ପାଙ୍ଗି ଲକ୍ଷ୍ମଣ ପାଙ୍ଗି,ପଦୁ କ୍ରୋଡ଼ି,ବୁଦିଆ ତୁଳସା, ସିମାଞ୍ଚଳ ଜୟନ୍ତୀ, ଗେମେଲ ରାଜୁ, ଆପାନା କ୍ରୋଡ଼ି,ଦୀପାଳ ପାଣ୍ଡାନା, ଭି ଶଙ୍କର ,ତାମାଲ ସୀମାନ୍ଦ୍ରି, ଲୋକନାଥ ଜୟନ୍ତୀ ବିଧାୟକ ଉପସ୍ଥିତରେ ପ୍ରମୁଖ ଯୋଗ ଦେଇଥିଲେ।ପୁଣି ଆଗାମୀ ଦିନରେ କଂଗ୍ରେସ ଏବଂ ବିଜେପି କର୍ମୀ ଯୋଗ ଦେବାର ସୂଚନା ଅଛି,