Odisha news

ନେପାଳ ତିନିଜଣ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ବିରୋଧରେ ପ୍ରଦର୍ଶନ

0

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ବିରୋଧରେ ବାହାରିଛନ୍ତି  ତିନିଜଣ ପୂର୍ବତନ ପ୍ରଧାନମନ୍ତ୍ରୀ। ଶୁକ୍ରବାର ଦିନ ହଜାର ହଜାର ପ୍ରଦର୍ଶନକାରୀଙ୍କ ସହ ଏମାନେ ଯୋଗ ଦେଇ ସଂସଦ ଭଂଗ ନିମନ୍ତେ ଦାବି କରିଛନ୍ତି ।

ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ଦିନ ଅଲିଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାୟ ୨୫୦୦୦ ଲୋକ ଏକତ୍ରିତ ହୋଇଥିଲେ ଏବଂ ଭାରତ ଏବଂ ଚୀନ୍ ମଧ୍ୟରେ ଅବସ୍ଥିତ ହିମାଳୟ ଦେଶରେ ଅଧିକ ପଦଯାତ୍ରା ଯୋଜନା କରାଯାଇଥିଲା। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ, ମାଧବ କୁମାର ପ୍ରମୁଖ ଯୋଗଦେଇଥିଲେ ।

Leave A Reply