ପିସିସି ସଭାପତି ନିରଞ୍ଜନ ପଟନାୟକ ଙ୍କ ଆହ୍ଵାନ କ୍ରମେ ତୈଳ ଦର ବୃଦ୍ଧି , ଆନନ୍ଦପୁର କୁ ରେଳ ସଂଯୋଗ, ଇସ୍ପାତ କାରଖାନା ,ବ୍ଳକରେ ଅନିୟମିତତା ପ୍ରତିବାଦରେ ଘସିପୁରା କଂଗ୍ରେସ ପକ୍ଷରୁ ଘେରଉ
କେଶଦୁରାପାଳ : ତୈଳ ଦର ବୃଦ୍ଧି , ଆନନ୍ଦପୁର କୁ ରେଳ ସଂଯୋଗ, ଇସ୍ପାତ କାରଖାନା ,ବ୍ଳକରେ ଅନିୟମିତତା ପ୍ରତିବାଦରେ ଘସିପୁରା କଂଗ୍ରେସ ପକ୍ଷରୁ ବ୍ଳକ ଘେରଉ ହୋଇଥିବା ଜଣାପଡ଼ିଛି । ପିସିସି ସଭାପତି ନିରଞ୍ଜନ ପଟନାୟକ ଙ୍କ ଆହ୍ଵାନ କ୍ରମେ ଘସିପୁରା କଂଗ୍ରେସ ପକ୍ଷରୁ ଘସିପୁରା ବ୍ଳକ ଘେରେଉ ହୋଇଯାଇଛି । ଏହି ଘେରାଉ ରେ ଜିଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ଚତୁର୍ଭୁଜ ନାୟକ, ଘସିପୁରା ବ୍ଳକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର, କଳା କର ନାୟକ,ଦୀଲିପ ଜେନା, ତାରିଣୀ ପ୍ରସାଦ ପଟନାୟକ, ଧ୍ରୁବ ଚକ୍ର , ଶ୍ରୀକାନ୍ତ ନାଯକ, ଅନନ୍ତ ଚରଣଜେନା, କୃଷ୍ଣ ଚନ୍ଦ୍ର ନାୟକ, ତ୍ରୀଲୋଚନ ପରିଡ଼ା, ଅକ୍ଷୟ ସେଠୀ . ଦିନବନ୍ଧୁ ଭୂଯାଁ, ମଧୁ ସୁଦନ ସାହୁ ., ମହେଶ୍ଵର ପୃଷ୍ଟି, ନିରଞ୍ଜନ ଜେନା, ପ୍ରଶାନ୍ତ କୁମାର ବିଶ୍ଵାଳ , ସଂଙ୍କର୍ଷଣ ସାହୁ, ଈଶ୍ଵର ବେହେରା ,ମନୋଜ ସ୍ଵାଇଁ, ଦୈତାରୀ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ଘସିପୁରା କଂଗ୍ରେସ ପକ୍ଷରୁ ଘେରେଉ ରେ ସହଯୋଗ କରିଥିବା ଜଣାଯାଇଛି । ବିଭିନ୍ନ ପଂଚାଯତ ରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ ମହିଳା ମାନେ ଯୋଗ ଦେଇଥିଲେ ।
Comments are closed.