Odisha news

ତରବୋଡ଼ ଅଞ୍ଚଳରେ ସାରର ଘୋର ଅଭାବ, ବିଧାୟକ ଚାଷୀମାନଙ୍କ ସମସ୍ୟାରୁ ଅବଗତ ହେଲେ।

ନୂଆପଡା-୧୬/୭-ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଅଞ୍ଚଳରେ ରାସାୟନିକ ସାର ର ଘୋର ଅଭାବ ଦେଖାଦେଇ ଥିବାରୁ ଚାଷୀମାନେ ଅସୁବିଧା ଦେଖା ଦେଇଛି। ସମବାୟ ସମିତି ରେ ଚାଷୀମାନେ ରସାୟନିକ ସାର ନେଇ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ଅସୁବିଧା ଶୁଣି ନୂଆପଡା ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ରସାୟନିକ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ଅଧିକାରୀ ସହ ଯୋଗାଯୋଗ କରି ସାର ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ସହ ଆଲୋଚନା ପରେ ଚାଷୀମାନେ ସମସ୍ୟା ର ବାଟ ଫିଟିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ।

Comments are closed.