ନୂଆପଡା-୧୬/୭- ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ବୋଡେ଼ନ ବ୍ଲକ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ବ୍ଲକ ର କରଙ୍ଗାମାଲ ବାବେବିର ଇତ୍ୟାଦି ଗ୍ରାମରେ ହୋଇଥିବା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟ ତଦାରଖ କରି ଆବଶ୍ୟକ ପରାମର୍ଶ ଦେଇଛନ୍ତି। ମାଟି ସଡକ ନିର୍ମାଣ କାମ ଦେଖିଥିବା ବେଳେ ଦୁଇ ଗ୍ରାମକୁ ସଂଯୋଗ କରୁଥିବା ଏହି ସଡ଼କ ରେ ଶ୍ରମିକଙ୍କୁ କର୍ମ ନିଯୁକ୍ତି ସହ ଅପର ପକ୍ଷେ ଜନସାଧାରଣଙ୍କ ଯାତାୟତ ସୁବିଧା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଅଛି।
Comments are closed.