Odisha news

ସମିତି ଅଧ୍ୟକ୍ଷାଙ୍କ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ରେ ଯୁବ କଂଗ୍ରେସ ର ଧାରଣା

0

ନୂଆପଡା – ୧୧/୨ (ସୁରେନ୍ଦ୍ର ତିୱାରୀ)  ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହୀର ଙ୍କ ନେତୃତ୍ୱ ରେ କୋମନା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ଦୁର୍ନୀତି ରେ ସମ୍ପୃକ୍ତ ଥିବା ନେଇ ବିଗତ ଦିନେ ଜିଲ୍ଲାପାଳ ଙ୍କୁ  ଅଧକ୍ଷା ବିରୁଦ୍ଧରେ  ମାନପତ୍ର ଦିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟ ର କଥା ଯେ ଆଜିଯାଏ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ତଦନ୍ତ  ଟିମ ବସାଇ ନାହାନ୍ତି କି କୌଣସି ଜବାବ ଦେଇନାହାନ୍ତି। ତେଣୁକରି ବାଧ୍ୟ ହୋଇ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖଖରେ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଗଣଧାରଣା ଦିଆଯାଉଛି। ଉକ୍ତ ଧାରଣା ରେ ନୂଆପଡା ଜିଲ୍ଲା ପରିଷଦ ତଥା ଆରଜିପିଆରଏସ ଜିଲ୍ଲା ସଂଯୋଜକ ଭରତ ଲାଲ ରାଉତ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହୀର, ରାଜ୍ୟ ସମ୍ପାଦକ ପଶା ମହାନନ୍ଦ, ରାଜ୍ୟ ସମ୍ପାଦକ ଶାହରୁଖ ଖାନ, ଜିଲ୍ଲା ସମ୍ପାଦକ ସୌରଭ ଚନ୍ଦ୍ରକାର,  ସଭାପତି ନରେନ୍ଦ୍ର ନାଗ, ଭୀମ ଯାଦବ, ବିରାଟ ତାଣ୍ଡି, ଛବି ପାଣ୍ଡେ, ଜିତୁ ସାହୁ, ଜଗନ୍ନାଥ ନାୟକ, ମୁରଲୀ ଦୀପ, ଅଶୋକ ଦଣ୍ଡସେନା, ଚୁନୁଲାଲ ଶବର ବ୍ଲକ ସଭାପତି, ଉମା ବନଛୋର, ଅମୃତ ଶବର, କିଶନ ମହାର, ପପୁ ମହାରା, ଶୁଭମ ସେଠି, ଟୁଲୁ ସାହୁ,ମାନୁ ଚନ୍ଦ୍ରକାର, ରାମସିଂ ମାଝୀ, ହରକ ପାଣ୍ଡେ, ରାମଲାଲ ସାହୁ, ଟୁନା ନାଇକ, ବିନୋଦ ରାଉତ, ସଦାନନ୍ଦ ମାଝୀ, ମନୋଜ ନାଇକ, ଭୋଳା ଶବର, ମେହେନ ସାହୁ ପ୍ରମୁଖ ବସିଛନ୍ତି।

Leave A Reply