Odisha news

ଆଜିଯାଏ ପ୍ରଶାସନ ମାତ୍ର ୩୨୦୦୦୦ ଟଙ୍କା ତାଙ୍କ ସ୍ତ୍ରୀଙ୍କୁ ଓ ପିଲାଙ୍କ ପାଠପଢା ପାଇଁ ୪୮୦୦୦ ଟଙ୍କା ପ୍ରଦାନ କରିଛନ୍ତି ଓ ଆଜି ତାଙ୍କ ସ୍ତ୍ରୀ ଙ୍କୁ ଚାକିରୀ ମିଳିଛି।

0
ଅପ୍ରେଲ ୨୦୨୨ ରୁ ଫେବୃୟାରୀ ୨୦୨୩ ମଧ୍ଯରେ ୯୦ ଜଣଙ୍କୁ ଜମି ବିକ୍ରି ପାଇଁ ଅନୁମତି ମିଳିଛି ହେଲେ ଜଗଦୀଶଙ୍କୁ ଏହି ଏକ ବର୍ଷ ମଧ୍ଯରେ ୧୬ ଡିସମିଲ୍ ଜମି ବିକ୍ରି ପାଇଁ ଅନୁମତି ମିଳିଲା ନାହିଁ। ରବି ମଂଗରାଜ ଙ୍କ ନେତୃତ୍ବରେ କାର୍ତିକ ଦୀପ, ଭୋଜରାଜ ବାଗ, ରାଜୁ ଚୌହାନ, ରାଧେଶ୍ଯାମ ବାଗ, ମୁରଲି ସୁନା, ଲାଲ ବାହାଦୁର ଦାସ, ଲଲ୍ଲୁ ଚେଲକ, ଏକାମ ଦୀପ, ଅରଖ ରାମ ପାଣ୍ଡେ, ଉଗ୍ରେସନ ତାଣ୍ଡି, ମନିଜର ଆର୍ଯ୍ଯ, ବିରଞ୍ଚି ଦୀପ, ଘାସି ଦୁରିଆ, ଇଶ୍ବର ସୁନାନି, ସୁନିଲ୍ ଦୀପ, ତ୍ରିନାଥ ବାଗ, ମନୋଜ ଦୀପ, ହରିକେଶ ଜାଲ ଏବଂ ମୃତକ ଦିବ୍ୟାଙ୍ଗ ଜଗଦୀଶଙ୍କ ପରିବାର ଉପସ୍ଥିତ ଥିଲେ ଗଣଧାରଣା କୁ ଜିଲ୍ଲା ବାର ସଂଘ ସଭାପତି ପ୍ରସନ୍ନ ପାଢୀ ସମର୍ଥନ ଜଣାଇ ସାମିଳ ହେଇଥିଲେ।
Leave A Reply