Odisha news

ମା ଉଗ୍ରତାରାଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଡେପୁଟି ସିଏମ୍

0
 ନିରାକାରପୁର,୨୧/୧୦:   ଚାଲିଛି ନବରାତ୍ର ପୂଜା।ମାଙ୍କୁ ଦର୍ଶନ କରିବା ପାଇଁ ଦେବୀ ପୀଠରେ ଭକ୍ତ ମାନଙ୍କର ନାହିଁ ନଥିବା ଭିଡ଼।ସେଥିପାଇଁ ସୁଦୂର ଉତ୍ତମ ପ୍ରଦେଶରୁ ଛୁଟି ଆସିଛନ୍ତି ମା ଉଗ୍ରତାରା ଙ୍କୁ ଦର୍ଶନ କରିବା ପାଇଁ ଉତ୍ତର ପ୍ରଦେଶ ର ଉପ ମୁଖ୍ୟ ମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ।.ମହାଷ୍ଟମୀରେ ମା ଉଗ୍ରତାରାଙ୍କୁ ଦର୍ଶନ କରିଛନ୍ତି ଉପ ମୁଖ୍ୟ ମନ୍ତ୍ରୀ କେଶବ ପ୍ରସାଦ.. ମାଙ୍କୁ ଗୌରୀ ବେଶରେ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି।ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ଭକରାଯାଇଥିଲା।ସୁରକ୍ଷା ଦୃଷ୍ଟିରୁ ଟାଙ୍ଗୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
Leave A Reply