Odisha news

ବାଇକ ଦୁର୍ଘଟଣାରେ ଯୁବକର ମୃତୁ୍ୟ

0

ନୀଳଗିରି-୨୪/୦୯ : ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ବାରାକୋଇଲି ଛକରୁ ବିଦୁ ଆଡ଼କୁ ଯାଇଥିବା ରାସ୍ତାର କାଣ୍ଡଗରଡ଼ି ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ·ଳକଙ୍କର ମୃତୁ୍ୟ ଘଟିଛି । ମୃତ ଯୁବକ ହେଲେ ଅଙ୍କୁରଖୁଣ୍ଟା ଗାଁର ମୁନ୍ନା ଲେଙ୍କା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଦୁର୍ଘଟଣା ସମ୍ପର୍କରେ ତଦନ୍ତ ·ଳାଇଛି ।

Nalco
Leave A Reply