Odisha news

ଏପରି ଗୋଟିଏ ଜାଗା ଯେଉଁଠି ମାନସିକ ପୁରୁଣ ପାଇଁ ମହିଳାମାନେ ହୋଇ ଥାଆନ୍ତି ଉଲଗ୍ନ, ଏଠାରେ ଟଙ୍ଗା ଯାଇଛି ହଜାର ହଜାର ସଂଖ୍ୟାରେ ଅନ୍ତବସ୍ତ୍ର

0

ନୂଆଦିଲ୍ଲୀ : ଭାରତ ର ଲୋକମାନେ ନିଜର ମନୋସ୍କାମନା ପୁର୍ଣ କରିବା ପାଇଁ ଲୋକମାନେ ନିଜର ଇଷ୍ଟଦେବାଦେବୀ ଙ୍କୁ ପୂଜା କରି ଥାଆନ୍ତି l କିଛି ଲୋକ ଲଣ୍ଡା ହୋଇ ଥାଆନ୍ତି ତ ଆଉ କିଛି ଲୋକ ଖାଲି ପାଦରେ ଚାଲି ଥାଆନ୍ତି l କିନ୍ତୁ ବିଶ୍ୱରେ ଏପରି କିଛି ଦେଶ ରହିଛି ଯେଉଁଠି ଲୋକମାନେ ନିଜର ମାନସିକ ପୁର୍ଣ କରିବା ପାଇଁ ଅଦ୍ଭୁତ କାର୍ଯ୍ୟ କରି ଥାଆନ୍ତି l ଆଜି ଆମେ ଆପଣଙ୍କୁ ଏହିଭଳି ଗୋଟିଏ ସ୍ଥାନ ବିଷୟରେ କହିବୁ ଯେଉଁଠି ମହିଳା ମାନେ ପହଂଚିବା ମାତ୍ରକେ ନିଜର ଅନ୍ତବସ୍ତ୍ର ଖୋଲି ଦଉଡି ଉପରେ ଟାଙ୍ଗି ଦେଇ ଥାଆନ୍ତି l ଏହାପରେ ସେ ନିଜର ମାନସିକ ମାଗି ଥାଆନ୍ତି ଓ ନିଜର ଅନ୍ତବସ୍ତ୍ର ସେଠାରେ ଛାଡି ଚାଲି ଆସନ୍ତି l

ନିୟୁଜିଲ୍ୟାଣ୍ଡ ଗୋଟିଏ ଏପରି ଦେଶ ଯାହା ବିଶ୍ୱର ସୌନ୍ଦର୍ଯ୍ୟ ଭରା ଦେଶ ଅଟେ l ଏହି ଦେଶଟି ଅନେକ କାରଣରୁ ପ୍ରସିଦ୍ଧ ଅଟେ l ନ୍ୟୁଜିଲ୍ୟାଣ୍ଡ ର କାରଡୋନା କୁ ନିଜର ଗୋଟିଏ ଅଲଗା ପରିଚୟ ପାଇଁ ସାରା ବିଶ୍ୱରେ ଜଣାଶୁଣା l ଏଠାରେ ଏପରି ଗୋଟିଏ ତାର ବାଡ଼ ରହିଛି ଯେଉଁଠି ହଜାର ହଜାର ସଂଖ୍ୟାରେ ମହିଳାଙ୍କ ଅନ୍ତବସ୍ତ୍ର ଟଙ୍ଗା ଯାଇଛି l ଏଠାରେ ଅନ୍ତବସ୍ତ୍ର ଟାଣିବାର ଗୋଟିଏ ବିଶେଷ କାରଣ ରହିଛି l ଅଧିକାଂଶ ମହିଳା ନିଜର ମାନସିକ ପୁରାଣ କରିବା ପାଇଁ ନିଜର ବ୍ରା କୁ ଓଲ୍ହାଇ ସେହି ତାର ବାଡ଼ ରେ ଟାଙ୍ଗି ଦେଇ ଥାଆନ୍ତି l କୁହାଯାଏ ଯେ ଯଦି ମହିଳାମାନେ ନିଜର ଅନ୍ତବସ୍ତ୍ର ଖୋଲି ଟାଙ୍ଗି ଦେଇ ଥାଆନ୍ତି ତେବେ ତାଙ୍କର ମନ ପସନ୍ଦ ଜୀବନସାଥୀ ତାଙ୍କୁ ମିଳି ଯାଇଥାଏ l

Leave A Reply