ଷୋମବାର ୨୨ ସେପ୍ଟେମ୍ବର ରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି, ଏବଂ ଏହି ସମୟରେ ମାଙ୍କୁ ଆରାଧନା କରିବା ପାଇଁ ଶକ୍ତିପୀଠ ଗୁଡିକ ରେ ଭିଡ଼ ଜମାଇ ଥାଆନ୍ତି. ନବରାତ୍ରି ର ପ୍ରଥମ ଦିନରୁ ଆମେମାନେ ଅଖଣ୍ଡ ଦୀପ ମାଙ୍କ ନିକଟରେ ଜଳାଇ ଥାଉ l ବିଶେଷ ଭାବରେ ନବରାତ୍ରି ରେ ଅଖଣ୍ଡ ଦୀପ ଜଳାଇବାର ଅନେକ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ଏହି ଅଖଣ୍ଡ ଦୀପ ବ୍ୟକ୍ତି ଜୀବନ ର ଅନ୍ଧକାର କୁ ଦୂର କରିଥାଏ l ସମସ୍ତ ନାକତରମକ ଉର୍ଜା ର ନାଶ ହୋଇଥାଏ l କିନ୍ତୁ ଅନେକ ସମୟରେ ଏହି ଅଖଣ୍ଡ ଦୀପ ଲିଭି ଯାଇଥାଏ ଯାହାକୁ ନେଇ ଆମେ ବ୍ୟସ୍ତ ହୋଇଯାଉ l
ଅଖଣ୍ଡ ଦୀପ ର ଅର୍ଥ ଯେଉଁ ଦୀପ ନିରନ୍ତର ଜଳିଥାଏ l ଏବଂ ବ୍ରତଧାରୀ ଙ୍କ ସମସ୍ତ ଇଛା ପୁରାଣ କରିଥାଏ l
ଏହି ଦୀପ ନବରାତ୍ରି ର ଶେଷ ଦିନ ପର୍ଯ୍ୟନ୍ତ ଜଳିଥାଏ l କେବଳ ଡପ ରେ ଘିଅ ଦିଆଯାଇ ଥାଏ l
ଅଖଣ୍ଡ ଦୀପ ଜଳାଇବା ପାଇଁ ସୁଧ ଘିଅ କିମ୍ବା ରାଶି ତେଲ ର ବ୍ୟବହାର କରିବା ଆବଶ୍ୟକ l
ଯଦି ଅଖଣ୍ଡ ଦୀପ ଲିଭିଯାଏ ତେବେ କଣ କରିବେ –
* ନବରାତ୍ରି ରେ ଅଖଣ୍ଡ ଦୀପ ଜଳାଇବା ସମୟ ରେ ସତର୍କ ରହିବ ଜରୁରୀ l ଏବଂ ଉଚିତ ସମୟ ଦେଖି ଘିଅ ଦେବା ଜରୁରୀ l
* ଯଦି ଅଖଣ୍ଡ ଦୀପ ୯ ଦିନ ପର୍ଯ୍ୟନ୍ତ ଜାଳିବା ସମୟ ରେ ଯଦି ଲିଭି ଯାଉଛି ମା ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ଦୀପ କୁ ଆଉଥରେ ଜଳାଇ ନିଅନ୍ତୁ l
* ମାଙ୍କ ନିକଟରେ ଦୁର୍ଗା ଚାଳିଶା ପାଠ କରନ୍ତୁ. ଏବଂ ଏଥି ସହିତ ‘ ଓଂ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କୃପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ଵଧା ନମସ୍ତୁତେ l ‘ ମନ୍ତ୍ରଟି ନିହାତି ପାଠ କରନ୍ତୁ l