Odisha news

ଭାରତର ଗୋଟିଏ ଏଭଳି ଦେବୀ ମନ୍ଦିର ଯେଉଁଠି ଆଜି ମଧ୍ୟ ଭକ୍ତମାନେ ନବରାତ୍ରି ରେ ମାଙ୍କୁ ନିଜ ଜିଭ କାଟି ଅର୍ପଣ କରିଥାଆନ୍ତି

0
ଆସ୍ଥା ରେ ମଣିଷ ବହୁତ କିଛି କରିଯାଇଥାଏ, ବର୍ତମାନ ଚୈତ୍ର ନବରାତ୍ରି ଚାଲିଛି, ଏବଂ ଦେବୀ ମାଙ୍କ ମନ୍ଦିର ରେ ଖୁବ ଭିଡ଼ ଲାଗି ରହିଛି l ଏବଂ ଭକ୍ତମାନେ ନିଜ ର ଇଚ୍ଛା ପୂରଣ ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଥାଆନ୍ତି l ଏବଂ ମାଙ୍କ ନିକଟରେ ଇଛା ପୁର୍ଣ ପାଇଁ ପ୍ରସାଦ ଅର୍ପଣ କରନ୍ତି l ମଧ୍ୟପ୍ରଦେଶ ର ଗୋଟିଏ ଏଭଳି ମନ୍ଦିର ରହିଛି ଯେଉଁଠି ଭକ୍ତମାନେ ମାଙ୍କ ନିକଟରେ ନିଜ ଜିଭ କାଟି ଅର୍ପଣ କରନ୍ତି l

୭୦୦ ବର୍ଷ ପୁରୁଣା ମନ୍ଦିର –
ମଧ୍ୟପ୍ରଦେଶ ର ନିମଚ ଜିଲ୍ଲା ମୁଖ୍ୟାଳୟ ରୁ ପାଖାପାଖି ୬୦ କିଲୋମିଟର ଦୂର ରେବତୀ ନଦୀ କୂଳରେ ଥିବା ଗାଁ ରେ ଅନ୍ତରିମା ମାତା ଙ୍କ ମନ୍ଦିର ରହିଛି l ଏହି ମନ୍ଦିର ଟି ୭୦୦ ବର୍ଷ ପୁରୁଣା ଅଟେ l ଏହି ମନ୍ଦିର ଟି ର ସ୍ଥାପନା ୧୩୨୯ ବିଶି ରେ ହୋଇଥିଲା l ଏବଂ ଏହି ମନ୍ଦିର କୁ ଖୁବ ଦୂରରୁ ଭକ୍ତ ମାଙ୍କ ଦର୍ଶନ ପାଇଁ ଅସିଥାଆନ୍ତି l

ମନସ୍କାମନା ପୁର୍ଣ ହେବା ଦ୍ୱାରା ଜିଭ କାଟି ଅର୍ପଣ କରନ୍ତି –
ଏହା ଗୋଟିଏ ଅଦ୍ଭୁତ ପରମ୍ପରା ଅଟେ, ଯାହାଦ୍ୱାରା ଭକ୍ତମାନେ ନିଜ ମନସ୍କାମନା ପୁର୍ଣ ହେବା ଦ୍ୱାରା ନିଜ ଜିଭ କାଟି ଅର୍ପଣ କରନ୍ତି l ଏବଂ ପ୍ରତ୍ୟେକ ବର୍ଷ ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ରେ ଭକ୍ତମାନେ ଏଠାରେ ନିଜ ଜିଭ କାଟି ଅର୍ପଣ କରନ୍ତି l ନବରାତ୍ରି ସମୟ ରେ ଭକ୍ତମାନେ ନିଜ ଜିଭ କାଟି ମାଙ୍କ ନିକଟରେ ଅର୍ପଣ କରି ନଅଦିନ ପର୍ଯ୍ୟନ୍ତ ରହିଥାଆନ୍ତି l ଏବଂ ନଅଦିନ ପରେ ନିଜ ଜିଭ ପୁନର୍ବାର ପାଇଯାଇ ଥାଆନ୍ତି l

ନଅଦିନ ପରେ ଭକ୍ତ ଫେରି ପାଇଥାଆନ୍ତି ନିଜ ଜିଭ –
ମନ୍ଦିରର ପୂଜକ ଙ୍କ ମାନ୍ୟତା ଅନୁସାରେ କୁହାଯାଇଛି ଯେ ଚଳିତ ବର୍ଷ ଚୈତ୍ର ନବରାତ୍ରି ସମୟ ରେ ମଧ୍ୟ ୩ଜଣ ନିଜ ଜିଭ ଅର୍ପଣ କରିଛନ୍ତି, ଏବଂ ପୂଜା ସମାପ୍ତ ହେବାର ନଅଦିନ ମଧ୍ୟରେ ଲୋକ  ମାନଙ୍କର ଜିଭ ଫେରି ପାଇଥାଆନ୍ତି l

Leave A Reply