Odisha news

ନର୍ଲା ବ୍ଲକ ର ଲୋକ ଜନଶକ୍ତି ପାର୍ଟି ର ଚୟନ ବ୍ଲକ ସଭାପତି ମୋହନ କୁମାର ସମ୍ପାଦକ ଦୀପକ ସାହୁ

ନର୍ଲା –(ଦୀପକ କୁମାର ଠାକୁର )  ଭବାନୀପାଟନା ହୋଟେଲ ଭେନ୍ସଠାରେ ଲୋକ ଜନଶକ୍ତି  ପାର୍ଟି ର ରାଜ୍ୟ ଜିଲ୍ଲା ସ୍ତରୀୟ ,ସଭାପତି ,ସମ୍ପାଦକ ଚୟନ ହୋଇ ଥିବାବେଳେ ନର୍ଲା ବ୍ଲକ ପାଇଁ ସଭାପତି ରୂପେ ମୋହନ କୁମାର ଭଟ୍ଟ  ଓ ସମ୍ପାଦକ ରୂପେ ସମାଜ ସେବି ଦୀପକ କୁମାର ସାହୁ ଙ୍କୁ ମନୋନୀତ କରାଯାଇଛି ।

ରାଜ୍ୟ ସଭାପତି ଡକ୍ଟର ବିରେନ୍ଦ୍ର କୁମାର ବାଗ ,ମହିଳା ମୋର୍ଚା ଉପସଭାନେତ୍ରୀ  ଟିକେଶ୍ଵରୀ ପାଣିଗ୍ରାହୀ  ପାର୍ଟି ସଂଗଠନ କୁ ମଜବୁତ କରିବା ପାଇଁ କଳାହାଣ୍ଡି ସମେତ ଓଡିଶା ର ସମସ୍ତ ଜିଲ୍ଲାରେ ସଭାପତି ଗଠନ କରାଯିବ ସହ ଖୁବ ଶୀଘ୍ର ବ୍ଲକ ଓ ପଞ୍ଚାୟତ ସ୍ତରୀୟ କମିଟି ଗୁଡିକ ଗଠନ କରି ଲୋକ ଜନଶକ୍ତି ପାର୍ଟି କୁ ତୃଣାମୂଳ ସ୍ତରରେ ମଜବୁତ କରିବା ପାଇଁ ରାଜ୍ୟ ସଭାପତି ଡକ୍ଟର  ଯାଦବ ଆହ୍ଵାନ ଦେଇଥିଲେ ।

 

Comments are closed.