Odisha news

ମୂଷା ଗଞ୍ଜେଇ ଖାଇଲା , ନିଶାରେ ମୂଷା ….

0

ନୂଆଦିଲ୍ଲୀ : ଗଞ୍ଜେଇ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି l ଗଞ୍ଜେଇର ନିଶା କେବଳ ମଣିଷ ମାନଙ୍କୁ ହୋଇ ନଥାଏ ,ଏହାର ନିଶା ଜୀବଜନ୍ତୁଙ୍କୁ ମଧ୍ୟ ଆକୃଷ୍ଟ କାରିଥାଏ l ଗୋଟିଏ ମୁଷାକୁ ଗଞ୍ଜେଇର ଏପରି ନିଶା ଲାଗିଗଲା ସେ ସେଠାରେ ଗଞ୍ଜେଇ ପତ୍ର ଖାଇଖାଇ ବେହୋସ ହୋଇଗଲା l ଘଟାଣାଟି ଘଟିଛି କାନାଡ଼ାରେ ,ଜାଣେ ବ୍ୟକ୍ତି ନିଜ ଘରେ ଗଞ୍ଜେଇ ଗଛ ଲାଗାଇଥିଲେ l ସେ ଭାବୁଥିଲେ ଯେ ତାଙ୍କ ବାଡିରୁ କୁଂଆସି ଚୋର ଆସି ପ୍ରତେକ ଦିନ ଗାଙ୍ଜେଇ ପତ୍ର ଚୋରି କରୁଛି l ଥରେ ସେ ଦେଖିଲେ ଯେ ଗୋଟିଏ ମୂଷା ଆସି ତାଙ୍କ ବାଡିରୁ ଗାଙ୍ଜେଇ ପତ୍ର ଛିଡ଼ାଇ ଖାଉଛି l ସେହି ମୂଷାଟି ଅଟେ ପରିମାଣରେ ଗଞ୍ଜେଇ ପତ୍ର ଖାଇଦେଲା ଯେ ସେହିଠାରେ ହିଁ ବେହୋସ ହୋଇଗଲା l

କାନାଡ଼ାରେ ଗଞ୍ଜେଇ ଗଛ ବାଡ଼ିରେ ଲଗାଇବା ପାଇଁ ସେଠାକାର ଆଇନ ଅନୁମତି ଦେଇଥାଏ l ଏହି ଯେଉଁ ଗଞ୍ଜେଇ ଗଛ ଲଗାଇଥିବା ବ୍ୟକ୍ତି ଜାଣଙ୍କ ହେଲେ କୋଲିନ  ,ସେ ତାଙ୍କ ଫେସବୁକ ଆକାଉଣ୍ଟରେ ମୂଷାର ଫୋଟୋ ସହିତ ସମସ୍ତ ତଥ୍ୟ ସେୟାର କରିଛନ୍ତି l କୋଲିନ ଲେଖିଛନ୍ତି ଯେ “ଦୁଇ ଦିନ ପାର୍ଯ୍ୟନ୍ତ ମୁଁ ଭାବୁଥିଲି କିଏ ମୋରା ଗଞ୍ଜେଇ ଗଛର ପତ୍ର ଚୋରି କରୁଛି l ଦିନେ ଦେଖିଲି ଗୋଟିଏ ଛୋଟ ମୂଷାଟିଏ ଆସି ଗଞ୍ଜେଇ ଗଛର ପତ୍ରକୁ ଚୋରିକରି ନେଇ ଯାଉଛି l ସେ ଏହିପରି କରି ଚାଲିଥିଲା ଯେତେବେଳ ପର୍ଯ୍ୟନ୍ତ ସେ ବେହୋସ ହୋଇ ନଥିଲା l”କୋଲିନଙ୍କ ପୋଷ୍ଟ ଅନୁସାରେ ମୂଷାଟିକୁ ଗୋଟିଏ ସପ୍ତାହ ମଧ୍ୟରେ ଗଞ୍ଜେଇର ନିଶା ଲାଗିଯାଇଥିଲା l ସେ ମୂଷାଟିକୁ ଜଙ୍ଗଲରେ ଛାଡିଦେବାପାଇଁ ଇଛା କରିଥିଲେ ଓ ଛାଡି ମଧ୍ୟ ଦେଇଥିଲେ ,ଟପାରେ ମାଧ୍ୟରେ ମୂଷାଟି ଗଞ୍ଜେଇ ନିଶାର ଅଭ୍ୟାସରେ ପଡି କୋଲିନଙ୍କ ବାଗିଚାରେ ପହଂଚି ଯାଇଥିଲା

Ad2
Leave A Reply