Odisha news

ଉତ୍ପ।ତୀଆ ମାଙ୍କଡକୁ ଧରି ନେଲା ବନ ବିଭାଗ

0
ବାଲିପାଟଣା୨୯ /୦୬ : ଦୀର୍ଘ ଏକ ସପ୍ତାହ ହେବ ଏକ ମାଙ୍କଡ଼ ସରାଟ, ଚଣାହଟ୍ଟା ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା।ଇତିମଧ୍ୟରେ ଅନେକ ଲୋକଙ୍କୁ ଉକ୍ତ ହନୁ ମାଙ୍କଡ଼ କାମୁଡି ରକ୍ତାକ୍ତ କରିଥିଲା।ଗ୍ରାମବାସୀ ତିନିଦିନ ଧରି ଉକ୍ତ ମାଙ୍କଡକୁ ଧରିବାକୁ ଚେଷ୍ଟା କରି ବିଫଳ ହେବାପରେ ଆଜି ଗୁରୁବାରେ ବାଲିପାଟଣା ବନ ଖଣ୍ଡ ଅଧିକାରୀ ମାନସ କୁମାର ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ବନ ବିଭାଗର ପରା ଫରେଷ୍ଟ ଷ୍ଟାଫ୍ ଏକ ଚାରି ଜଣିଆ ଟିମ୍ ଓ ନନ୍ଦନକାନନର ଟ୍ର।ଙ୍କୁ ଲାଇଯାର୍ ଟିମ୍ କାବୁକରି ନନ୍ଦନକନନ ନେଇ ଛାଡିଥିବା ଜଣାପଡ଼ିଛି।ଆତଂକରେ ଥିବା ଦୁଇ ଗାଁର ଲୋକ  ଓ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଶୋସ୍ଥି ଅନୁଭବ କରିଛନ୍ତି ।
Leave A Reply