Odisha news

ମଧ୍ୟାହ୍ନ ଭୋଜନ

0
ପ୍ରତାପ ଚନ୍ଦ୍ର ସାହୁ : ଦାରିଦ୍ର୍ୟ୍ ଓ ଅନହାର୍ ହେଉଛି ଶିକ୍ଷା ପ୍ରସାର ର ପରିପନ୍ଥି। ପ୍ରାଥମିକ ସ୍ତରରେ ଯେତିକି ଶିଶୁ ନାମ ଲେଖା ଇ ଥାନ୍ତି ସେମାନ ଙ୍କ ମଧ୍ୟ ରୁ ଅଧିକାଂଶ ଛାତ୍ର ଛାତ୍ରୀ ଅଧାରୁ ପାଠ ପଢା ଛାଡି ଦେଉ ଥିବାର ନଜିର ରହିଛି। ମଧ୍ୟାହ୍ନ ଭୋଜନ କାର୍ଯ୍ୟ କ୍ରମ ର ମୂଳ ଉଦେଶ୍ୟ ହେଲା ,ଛାତ୍ର ଛାତ୍ରୀ ଙ୍କ ପୁଷ୍ଟି ହୀନ ତା ଦୂର କରିବା  ପାଇଁ ପୁଷ୍ଟି ଯୁକ୍ତ ଖାଦ୍ୟ ପରସିବା ସହ ସ୍କୁଲ ପ୍ରତି ଛାତ୍ର ଛାତ୍ରୀ ଙ୍କୁ ଆକର୍ଷନ କରାଇବା ,ଉପସ୍ଥାନ୍ ବୃଦ୍ଧି କରାଇବା,ଅଧାରୁ ପାଠ ଛାଡି ଚାଲି ଯାଉଥିବା ପିଲାଙ୍କୁ ସେଥିରୁ ନିବ୍ରୁତ୍ତ୍ କରାଇବା,ଖ୍ୟୁଦା ରୁ ମୁକ୍ତି ଦେବା ଏକତ୍ର୍ ବସି ଭୋଜନ କରିବା ଦ୍ୱାରା ଭାଇ ଚାରା ସୃଷ୍ଟି ହେବା।ପ୍ରାଥମିକ ହେଉ କି ମାଧ୍ୟମିକ ଶିକ୍ଷା କୁ ସର୍ବଜନିନ୍ କରାଯିବା ପରେ  ମଧ୍ୟାହ୍ନ ଭୋଜନ ଉପରେ ସରକାର ଅଧିକା ଗୁରୁତ୍ୱ ଆରୋପ୍ କରିଛନ୍ତି।
ଶିକ୍ଷା ଗ୍ରହଣ ଦ୍ୱାରା ମିଳୁଥିବା ଉପକରିତା ଉପରେ ସଚେତନା  କରାଇବା ସହ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ର ଗୁଣ ତ୍ମକ୍ ମନ ବଢାଇବା ହେଲା ମୁଖ୍ୟ ଉଦ୍ଦେଶ୍ୟ।ଯେଉଁ କାର୍ଯ୍ୟ କ୍ରମ ମାଧ୍ୟମ ରେ କୌଣସି ଅନୁଷ୍ଠାନ କୁ ସମ୍ପୂର୍ଣ କାର୍ଯ୍ୟ କ୍ଷମ କରାଇବା ଦିଗରେ ସରକାରୀ,ବେସରକାରୀ,ଜିଲ୍ଲା ପ୍ରଷାସନ୍ ,ଗୋଷ୍ଠୀ କୁ ସମ୍ପୃକ୍ତ କରାଯାଏ  ତାହାକୁ ଅନୁଷ୍ଠାନ- ଇ କ୍ କାର୍ଯ୍ୟ କ୍ରମ କୁହାଯାଏ।ଏ ଭଳି ଅନୁଷ୍ଠାନ ସମ୍ବନ୍ଧିୟ୍ କାର୍ଯ୍ୟ କ୍ରମ ମଧ୍ୟ ରେ ମଧ୍ୟାହ୍ନ ଭୋଜନ ଗୋଟିଏ। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ର ସଫଳତା ନିମନ୍ତେ  ସରକାର ଯେଉଁ କେତୋଟି ଯୋଜନା କରିଛନ୍ତି ସେଥିମଧ୍ୟରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟ କ୍ରମ ଏକତମ୍। ଦେଶ ତଥା ରାଜ୍ୟ ର ସାଖ୍ୟରତା ହାର୍  ବୃଦ୍ଧି ଉପରେ ସାଧାରଣ ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ର୍ ସର୍ବଜନିନତା ଓ ସଫଳତା ଉପରେ ନିର୍ଭର କରେ। ଏହି ମଧ୍ୟାହ୍ନ ଭୋଜନ କାର୍ଯ୍ୟ କ୍ରମ ୧୯୯୫ ରୁ କାର୍ଯ୍ୟ କାରି ହେଇ ଆସୁଛି।
ଗ୍ରାମାଞ୍ଚଲ୍ ତଥା ସହରଞ୍ଚଲ୍ ରେ  ଛାତ୍ର ଛାତ୍ରୀ ମାନଙ୍କର ମୁଣ୍ଡ ପିଛା ହିସାବ ଅନୁଯାଇ ଚାଉଳ,ଡାଲି,ଅଣ୍ଡା,ତେଲ ,ମସଲା ଓ ଜାଲେନି ଆଦି ଯୋଗାଇ ଦିଆଯାଇ ଥାଏ। ଏହି ଯୋଜନା ଯେପରି ନିଷ୍ଠା ପର ଭାବେ କାର୍ଯ୍ୟ କାରି ହୁଏ ସେଥିପାଇଁ ଜିଲ୍ଲାପାଳ ଙ୍କୁ ଦାୟିତ୍ୱ ଦିଆଯାଇଛି। କୌଣସି କର୍ମ ଚାରି କିମ୍ବା ଶିକ୍ଷକ ଅବହେଳା ଅବା ଅସହଜୋଗ୍ କଲେ ଦଣ୍ଡ ପାଇବାର ବ୍ୟବସ୍ଥା ହୋଇଛି।ମଧ୍ୟାହ୍ନ ଭୋଜନ କାର୍ଯ୍ୟ କ୍ରମ ଯୋଜନା ଏକ ଉତ୍ତମ ବ୍ୟବସ୍ଥା ଯାହାକି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ରେ ମାନବିକତା ଆଣି ସର୍ବ ଭାରତୀୟ ସ୍ତରରେ ପରିବର୍ତ୍ତନ କୁ ଆଖି ଆଗରେ ରଖି ଯୋଜନା କରାଯାଇଛି। ପ୍ରଥମେ ଅର୍ଥାତ ୧୯୬୦ ରେ ତାମିଲ ନାଡୁ ଏହି କାର୍ଯ୍ୟ କ୍ରମ ର୍ ଶୁଭ ଆରମ୍ଭ ହେଲା।ଲୋକପ୍ରିୟତା ଓ ସଫଳ ରୂପାୟନ ହେବାର ଦେଖି ପରବର୍ତ୍ତି ସମୟ ରେ ଆନ୍ଧ୍ର ସରକାର ଓ ଗୁଜରାତ ସରକାର ଏହାକୁ ଲାଗୁ କଲେ। ଏହାକୁ ଦେଖି ୧୯୯୫  ରେ ତତ୍କଲିନ୍ ପ୍ରଧାନ ମନ୍ତ୍ରୀ ପି ଭି ନରସିଂହ ରାଓ  ଦେଶର ସବୁ ରାଜ୍ୟ ଏହି ଯୋଜନା କୁ କାର୍ଯ୍ୟ କାରି କରିବାକୁ ନିର୍ଦ୍ଦେସ ଦେଲେ। ଲେନ୍ଦ୍ର୍ ସରକାର ଡାଲି,ଚାଉଳ,ରାଜ୍ୟ ମାନଙ୍କ ଯୋଗାଇ ଦେଲେ ଓ ଖାଦ୍ୟ ପ୍ରସ୍ତୁତି ଲାଗି ଭିତ୍ତି ଭୂମି,ପଚିକା ସହାୟିକା ଙ୍କ ଦରମା,ପନିପାରିବା,ମସଲା,ତେଲ,ଜାଲେନି ଆଦି ଖର୍ଚ୍ଚ୍ ରାଜ୍ୟ ମାନେ ବହନ କରିବେ ବୋଲି କୁହା ଗଲା।
ପରବର୍ତ୍ତି ସମୟ ରେ ଦେଶର ସର୍ବୋଚ୍ଚ୍ ନ୍ୟାୟାଳୟ  ଦେଶର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ରେ ସମସ୍ତ ଙ୍କୁ ପୁଷ୍ଟି କର ଖାଦ୍ୟ ପରିବେଷଣ ଉପରେ ୨୦୦୧ ରେ ଏକ ନିର୍ଦ୍ଦେସ୍ ନାମା ଜାରି କରଜିବା ଫଳରେ ଏହା ସବୁ ରାଜ୍ୟ ରେ ବାଧ୍ୟତା ମୂଳକ ହେଲା।ବଜାର ଦର କୁ ଭିତ୍ତି ସମୟାନୁ କ୍ରମେ ଏହା ବୃଦ୍ଧି କରାଯାଏ।ଏଇ ଯେମିତି ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟ ପିଲାଙ୍କୁ ଦୈନିକ ମୁଣ୍ଡ ପିଚ୍ଛ ୫ ଟଙ୍କା ୪୨ ପଇସା ଖର୍ଚ୍ଚ୍ କରାଯିବ ର୍ ବ୍ୟବସ୍ଥା ଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ନିମନ୍ତେ ମୁଣ୍ଡ ପିଛା ୮ ଟଙ୍କା ୧୦ ପଇସା ଖର୍ଚ୍ଚ କରଜିବା ର୍ ବ୍ୟବସ୍ଥା ରହିଛି।କେଉଁଠି କେଉଁଠି ରୋଷେଇ ହେଉଥିବା ବେଳେ କେଉଁଠି କେଉଁଠି ଏକ ସଂସ୍ଥା ଦ୍ୱାରା ଖାଦ୍ୟ୍ ପୁଡିଆ ଯୋଗାଇ ଦିଆ ଯାଇ ଥାଏ। ବଡ଼ ବଡ଼ ସହର ରେ କିଛି ସଂସ୍ଥା ଟେଂଡର ଜରିଆ ରେ ଖାଦ୍ୟ ପୁଡିଆ ଆଣି ଠିକ ସମୟ ରେ ସ୍କୁଲ ପରିସର ରେ ପହଞ୍ଚୈ ଦେଇଥାନ୍ତି। କିନ୍ତୁ ବେଳେ ବେଳେ ଅସ୍ଵାସ୍ଥ୍ୟ୍ କର ପରିବେଶ  ରେ ଅତି ନିମ୍ନ ମନ ର ଖାଦ୍ୟ ପ୍ରସ୍ତୁତି କରାଯାଇ  ପରିବେଷଣ କରାଯାଉଛି ବୋଲି ଅଭିଯୋଗ ଆସୁଛି। ଏସବୁ ର ଆସୁ ସମାଧାନ ହେବାର ଆବଶ୍ୟକତା ରହିଛି। ସମସ୍ତ ବ୍ୟବସ୍ଥା ଲାଗି ନୀତି,ନିୟମ,ଆଇନ କାନୁନ,ନିର୍ଦ୍ଦେସା ବଳି ରହିଛି ସତ କିନ୍ତୁ ଠିକ ଭାବେ କାର୍ଯ୍ୟ କାରି କରିବା ଦାୟିତ୍ୱ ସମସ୍ତଙ୍କର। କାର୍ଯ୍ୟ କରିତା ରେ ଆନ୍ତରିକତା ରହିବା ବଞ୍ଛନିୟ୍। ଗୁନାତ୍ମକ୍ ଖାଦ୍ୟ ପରିବେଷଣ ଉପରେ ପ୍ରାଧନ୍ୟ୍ ଦେବା ନେଇ ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି
Leave A Reply