Odisha news

ଆଜି ହେଉଛି ଶ୍ରାବଣ ମାସର ଦ୍ଵିତୀୟ ସୋମବାର : ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରକୁ ଆଣନ୍ତୁ ଏହିସବୁ ଜିନିଷ 

0
ମହାଦେବ ଙ୍କ ଅତି ପ୍ରିୟ ଶ୍ରାବଣ ମାସ ଚାଲିଛି ,  ଆଜି ହେଉଛି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ,  ଯାହାକି ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତି ଙ୍କ ପାଇଁ ଖୁବ୍ ମହତ୍ୱ ପୂର୍ଣ ଅଟେ l ଶାସ୍ତ୍ର ଅନୁସାରେ ଏଭଳି ୧୦ ଟି ଜିନିଷ ରହିଛି ଯାହାକୁ କି ଆମେ ଏହି ଶ୍ରାବଣ ମାସରେ କିଣି ଆଣିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
– ତ୍ରିଶୂଳ :
ଚାନ୍ଦି ର ତ୍ରିଶୂଳ ଘରକୁ ଆଣିବା ଦ୍ୱାରା ସମସ୍ତ ବିପଦ ରୁ ରକ୍ଷା ମିଳିଥାଏ l
– ରୁଦ୍ରାକ୍ଷ :
ରୁଦ୍ରାକ୍ଷ କିଣିବା ଦ୍ୱାରା ଜୀବନ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ l
– ଡମ୍ବରୁ :
ଶ୍ରାବଣ ମାସରେ କୌଣସି ଛୁଆ କୁ ଡମ୍ବରୁ ଉପହାର ଦେବା ଦ୍ୱାରା ଜୀବନ ରେ ସୁଖ ଆସିଥାଏ l
– ଚାନ୍ଦି ର ନନ୍ଦି :
ଚାନ୍ଦି ର ନନ୍ଦୀ ଆର୍ଥିକ ଅନାଟନ ରୁ ରକ୍ଷା କରିଥାଏ l
– ଜଳ ପାତ୍ର :
ଶ୍ରାବଣ ମାସରେ ପିତଳ କଳସ ରେ ଗଙ୍ଗା ଜଳ ଆଣି ଘରେ ରଖନ୍ତୁ l
– ସାପ :
ଚାନ୍ଦି ର ନାଗ ନାଗୁଣୀ ମନ୍ଦିର ରେ ଦାନ କରନ୍ତୁ l
– ଚାନ୍ଦି ର ଡବା :
ଏହି ମାସରେ ଚାନ୍ଦି ର ଡବା ଟିଏ ଆଣି ସେଥିରେ ଭସ୍ମ ରଖନ୍ତୁ l ଘରର ସମସ୍ତ କଷ୍ଟ ଦୂର ହେବ l
– ଚାନ୍ଦି ର କଡା :
ଚାନ୍ଦି କଡା ଘରକୁ ଆଣିବା ଦ୍ୱାରା ବିଦେଶ ଯାତ୍ରା କରିବେ l
– ଚାନ୍ଦି ର ଚନ୍ଦ୍ର :
ଏହା ଘରକୁ ଆଣିବା ଦ୍ୱାରା ରାଶିରେ ଚନ୍ଦ୍ର ମଜବୁତ ହୋଇଥାଏ l
– ଚାନ୍ଦି ର ବେଲ ପତ୍ର :
ଚାନ୍ଦି ବେଲ ପତ୍ର ନିଜ ଠାକୁର ଘରେ ରଖିବା ଦ୍ୱାରା ସମସ୍ତ ପାପ ର ନାଶ ହୋଇ ଯାଇଥାଏ l
Leave A Reply