Odisha news

ମହାଭାରତର ରୋଚକ କଥା : ଯୁଧିଷ୍ଠିରଙ୍କ ଯକ୍ଷଙ୍କ ସହିତ ସାକ୍ଷାତ

0

ମହାଭାରତର ଯୁଦ୍ଧ ଇତିହାସର ସବୁଠାରୁ ବିନାଶକାରି ଯୁଦ୍ଧ ମାନଙ୍କ ଭିତରୁ ଗୋଟିଏ ବୋଲି କୁହାଯାଏ l ମହାଭାରତର ଯୁଦ୍ଧ ୧୮ ଦିନ ପର୍ଯ୍ୟନ୍ତ ଚାଲିଥିଲା l ଦୀର୍ଘ ୧୮ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧ ଧର୍ମର ରକ୍ଷା ପାଇଁ ଲଢେଇ ହୋଇଥିଲା l ଯେଉଁଥିରେ ପାଣ୍ଡବ ମାନେ ବିଜୟ ପ୍ରାପ୍ତ କରିଥିଲେ l ପାଣ୍ଡବ ସେନାର ନେତୃତ୍ୱ ଧର୍ମରାଜ ଯୁଧିଷ୍ଠିର ନେଇଥିଲେ l ମହାଭାରତ ଯୁଦ୍ଧ ପୂର୍ବରୁ ପାଣ୍ଡବ ମାନଙ୍କୁ ଅନେକ କଷ୍ଟ ଉଠାଇବାକୁ ପଡିଥିଲା l ପାଣ୍ଡବ ମାନେ ୧୩ ବର୍ଷ ପର୍ଯ୍ୟନ୍ତ ଅଜ୍ଞାନତା ବସରେ ରହିଥିଲେ l

ଅଜ୍ଞାନତା ବସରେ ରହିବ ସମୟରେ ପାଣ୍ଡବ ମାନେ ନିଜର ପରିଚୟ ଲୁଚାଇଥିଲେ ଓ ଭେଷ ବଦଳାଇ ରହିଥିଲେ l ଏହି ସମୟରେ ଅର୍ଜୁନ ଵୃହନଳା ନାମକ କିନ୍ନର ହୋଇ ରହିଥିଲେ l ପାଣ୍ଡବ ମାନେ ଯେତେବେଳେ ଅଜ୍ଞାନତା ବସରେ ରହୁଥିଲେ ସେତେବେଳେ ଧର୍ମରାଜ ଯୁଧିଷ୍ଟିରଙ୍କର ସାକ୍ଷାତ ଯକ୍ଷରାଜଙ୍କ ସହିତ ହୋଇଥିଲା l ଯାହାର ବର୍ଣ୍ଣନା ମହାଭାରତ କଥାରେ କର ଯାଇଛି l ଏହି କଥା ଅନୁସାରେ ଗୋଟିଏ ପୋଖରୀର ପାଇଁ ପିଇବାଦ୍ୱାରା ସମସ୍ତ ପାଣ୍ଡବଙ୍କର ମୃତ୍ୟୁ ହୋଇ ଯାଇଥିଲା ଶେଷରେ ଯେତେବେ ଯୁଧିଷ୍ଠିର ଏହି ପୁଷ୍କରିଣୀ ପାଖରେ ପହଁଚିଲେ ତାଙ୍କର ସାକ୍ଷାତ ଯକ୍ଷରାଜା ସହିତ ହୋଇଥିଲା l

ପାଣି ପିଇବା ପୂର୍ବରୁ ଯକ୍ଷ ଯୁଧିଷ୍ଠିରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ l ଯକ୍ଷ ପ୍ରଥମ ପ୍ରଶ୍ନଟି ପଚାରିଥିଲେ ପୃଥିବୀ ଠାରୁ ଭାରି କେଉଁ ଜିନିଷ ?ଯୁଧିଷ୍ଠିର ଏହାର ଉତ୍ତରରେ ମା ବୋଲି କହିଥିଲେ l ଯକ୍ଷଙ୍କର ଦୁତୀୟ ପ୍ରଶ୍ନ ଥିଲା ଆକାଶ ଠାରୁ ଉଚ କଣ ଅଟେ ?ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ ଆକାଶରୁ ଉଚ ପିତା ଅଟନ୍ତି l ଯକ୍ଷଙ୍କର ତୃତୀୟ ପ୍ରଶ୍ନ ଥିଲା ବାୟୁଙ୍କ ଠାରୁ କାହାର ବେଗ ଅଧିକ ?ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ ବାୟୁ ଠାରୁ ମନର ବେଗ ଅଧିକ ଅଟେ l

ଯକ୍ଷଙ୍କର ଚତୁର୍ଥ ପ୍ରଶ୍ନ ଥିଲା ଧୂଳି କାଣାଠାରୁ କାହାର ସଂଖ୍ୟା ଅଧିକ ଅଟେ ?ଯୁଧିଷ୍ଠିର କହିଥିଲେ ଧୂଳି କାଣାଠାରୁ ଚିନ୍ତାର ସଂଖ୍ୟା ଅଧିକ ଅଟେ l ଯକ୍ଷଙ୍କର ପଞ୍ଚମ ପ୍ରଶ୍ନ ଅଟେ ଶୋଇବା ପରେ କିଏ ଆଖିବନ୍ଦ କରେ ନାହିଁ ?ଏହାର ଉତ୍ତରରେ ଯୁଧିଷ୍ଠିର କହିଲେ ଶୋଇବା ପରେ ମାଛ ଅଖଂହି ବନ୍ଦ କରେ ନାହିଁ l ଏହା ପରେ ଯକ୍ଷ ସମସ୍ତ ପ୍ରଶ୍ନର ଯୁଧିଷ୍ଠିରଙ୍କ ପାଖରୁ ଠିକରେ ଉତର ପାଇଯାଇଥିଲେ l ଏହା ପରେ ସେ ସମସ୍ତ ଭାଇଙ୍କୁ ଜୀବିତ କରି ପୁଷ୍କରିଣୀରୁ ପାଣି ପିଇବା ପାଇଁ ଅନୁମତି ଦେଇଥିଲା l

Leave A Reply