Odisha news

ନବରାତ୍ରୀ ସମୟରେ ଏହି ସଂକେତ ମିଳିଲେ ଜାଣିବେ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ହୋଇ ଥାଆନ୍ତି ସନ୍ତୁଷ୍ଟ , ଜାଣନ୍ତୁ ଏହାର ମାନ୍ୟତା

ବର୍ତ୍ତମାନ୍ ନବରାତ୍ରୀ ର ପବିତ୍ର ସମୟ ଚାଲିଛି । ଏହି ସମୟରେ ମା ନିଜ ଶ୍ରଦ୍ଧାଳୁ ମାନଙ୍କର ସମସ୍ତ ଦୁଃଖ ଦୂର କରି ଥାଆନ୍ତି । ଏହା ଗତ ଅକ୍ଟୋବର ୭ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ରେ ସମ୍ପୂର୍ଣ୍ଣ ହେଉଛି ।
* ମାନ୍ୟତା ଅନୁସାରେ ନବରାତ୍ରୀ ର ପ୍ରଥମ ଦିନରେ ସମସ୍ତେ ନିଜ ଘରେ କଳସ ସ୍ଥାପନ କରି ଥାଆନ୍ତି । କଳସ ତଳେ ଧାନ କିମ୍ବା ଜଅ ଦିଆ ଯାଇଥାଏ ।
* ଶାସ୍ତ୍ର ଅନୁସାରେ କଳସ ତଳେ ଜଅ କିମ୍ବା ଧାନ ଦିଆଯିବାର ବିଶେଷ କାରଣ ମଧ୍ୟ ରହିଛି । ଏହା ଆମର ଭବିଷ୍ୟତ ସହିତ ଗଭୀର ସମ୍ବନ୍ଧ ରହିଛି ।
* ଯଦି ଏହି ଧାନ କିମ୍ବା ଜଅ ରୁ ୩-୬ ଦିନ ମଧ୍ୟରେ ଗଜା ହୋଇଥାଏ ତେବେ ଏହା ଦ୍ଵାରା ଘରର ଆର୍ଥିକ ଅସୁବିଧା ଦୁର ହୋଇଥାଏ ।
* ଏହି ଗଜା ଯଦି ଗଛ ହୋଇଥାଏ ତେବେ ଏହାଦ୍ବାରା ଘରେ ସମସ୍ତଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହିବା ସହ ଦୀର୍ଘ ଦିନରୁ ଅଟକି ଥିବା ମାଙ୍ଗଳିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ ।
* ଯଦି ଏହି ଧାନ ଓ ଜଅ ର ମୂଳ ହାଲୁକା ସବୁଜ ରଙ୍ଗ ର ଦେଖାଯାଏ ତେବେ ଏହାର ଅର୍ଥ ଆସନ୍ତା ବର୍ଷ ଆପଣଙ୍କ ପାଇଁ କଷ୍ଟ ଦାୟକ ହେବ । କିନ୍ତୁ ମାଙ୍କ ଦୟାରୁ ଠିକ୍ ହୋଇଯିବ ।
* ନବରାତ୍ରୀ ର ଅଷ୍ଟମ ଓ ନବମ ଦିନ ବେଳକୁ ଯଦି ଧାନ ଗଛ ଆଗ ଆଡ଼କୁ ସାମାନ୍ୟ ନଇଁ ବାକୁ ଲାଗିବ ଏହାର ଅର୍ଥ ବର୍ଷର ଆରମ୍ଭ ସୁଖ ସମୃଦ୍ଧି ଆସିବ ଓ ଅନ୍ତିମ ପର୍ଯ୍ୟାୟ ସାମାନ୍ୟ କଷ୍ଟ ସାଧ୍ୟ ହେବ ।
Nalco

Comments are closed.