ଏହି ହର୍ମୋନ କାରଣରୁ ମହିଳା ଓ ପୁରୁଷଙ୍କ ମଧ୍ୟରେ ହୋଇଥାଏ ପ୍ରେମ ସମ୍ପର୍କ, ତେଣୁ ଏହିସବୁ ଭୋଜନ କୁ ନିଜ ଖାଦ୍ୟରେ ସାମିଲ କରନ୍ତୁ
କଣ ଆପଣଙ୍କୁ କାହା ସହିତ କେବେ ପ୍ରେମ ହୋଇଛି ? ଯଦିବି ହୋଇଥିବ ତେବେ ଏଭଳି ଆପଣ ଭାବୁଥିବେ ଏହା ଦିଲ କା ମାମଲା , କିନ୍ତୁ ପ୍ରେମ ଗୋଟିଏ ଏଭଳି ଶବ୍ଦ ଯାହାକୁ ଅନୁଭବ କଲେ ଶରୀରରେ ଖେଳିଯାଏ ରୋମାଞ୍ଚକ l ଏହାର ଅର୍ଥ ଯଦି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ପାଇଁ ଆମ ମନ ଓ ହୃଦୟ ଆକର୍ଷିତ ହୋଇଥାଏ କିମ୍ବା ସେ ଆମକୁ ଭଲ ଲାଗିବାକୁ ଆରମ୍ଭ କରିଥାଏ ତେବେ ଏହା ପ୍ରେମ ଅଟେ l
* କିନ୍ତୁ ପ୍ରକୃତରେ ଏହା ନୁହେଁ, ଯାହା ସହିତ ଆମର ପ୍ରେମ ହୋଇଥାଏ ତାହାକୁ ଆମେ ଗୋଟିଏ ବିଶେଷ ଫିଲିଙ୍ଗସ ଭଳି ଦେଖିଥାଉ ତାହା ଗୋଟିଏ ବିଶେଷ ହର୍ମୋନ ଉପରେ ନିର୍ଭର କରିଥାଏ l
* ହଁ ଆଜ୍ଞା ଏମିତିରେ ଅଚାନକ ଭାବରେ କୌଣସି ବ୍ୟକ୍ତି ଆମକୁ ଭଲ ଲାଗି ନଥାଏ, ସେହି ଭଲ ଲାଗିବା ପଛରେ ଅନେକ ହର୍ମୋନ କାମ କରିଥାଏ l କେଉଁସବୁ ହର୍ମୋନ କାରଣରୁ ହୋଇଥାଏ ପ୍ରେମ ତାହା ଆମେ ନିହାତି ଜାଣି ରଖିବା ଜରୁରୀ l
* କୌଣସି ନା ନଉନସି ବ୍ୟକ୍ତିଙ୍କ ସହିତ ଗୋଟିଏ ସ୍ପେସିଆଲ ଆଟାଚମେଣ୍ଟ ହୋଇଯାଇ ଥାଏ l ଏହା ପଛର କାରଣ ହେଉଛି ମଣିଷ ର ଅକ୍ସିଟୋନିନ ହର୍ମୋନ l ଏହାକୁ ଲଭ ହର୍ମୋନ ମଧ୍ୟ କୁହାଯାଇଥାଏ l
* ଅକ୍ସିଟୋନିନ ହର୍ମୋନ ର ମାତ୍ରା ବୃଦ୍ଧି ହେବା ଦ୍ୱାରା କୌଣସି ବ୍ୟକ୍ତି ଆପଣଙ୍କୁ ଭଲ ଲାଗିଥାଏ ଏବଂ ଆପଣ ପ୍ରେମରେ ପଡି ଥାଆନ୍ତି l ଏବଂ ଆପଣଙ୍କ ନିବିଡ଼ତା ଆରମ୍ଭ ହୋଇଥାଏ l
* ଏହାଛଡା କୌଣସି ବ୍ୟକ୍ତି କୁ ପ୍ରେମ କରିବା ପାଇଁ ଏସ୍ଟ୍ରୋଜେନ ଓ ଟେସ୍ଟୋସ୍ଟେରନ ହର୍ମୋନ ମଧ୍ୟ ଦାୟୀ ହୋଇଥାଏ l ଯେତେବେଳେ ଆପଣଙ୍କୁ କାହା ସହିତ ପ୍ରେମ ହୋଇଥାଏ ତେବେ ଆପଣଙ୍କ ଶରୀରରେ ଅଲଗା ଅଲଗା ସମୟ ରେ ଡୋପାମାଇନ ହର୍ମୋନ ରିଲିଜ ହୋଇଥାଏ, ଯାହାକୁ ହାପି ହର୍ମୋନ ମଧ୍ୟ କୁହାଯାଇଥାଏ l
ଏହିସବୁ ଖାଦ୍ୟ ହାପି ହର୍ମୋନ କୁ ଶରୀରରେ ଉତ୍ପତି କରିଥାଏ –
– -ଏବlକୋଡା ଶରୀରରେ ହାପି ହର୍ମୋନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– – ବ୍ଲୁ ବେରୀ ମଧ୍ୟ ଶରୀରରେ ହାପି ହର୍ମୋନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– – ଡାର୍କ ଚକୋଲେଟ କେବଳ ହାପି ହର୍ମୋନ ବୃଦ୍ଧି କରିବା ସହିତ ଅନେକ ପ୍ରକାର ସ୍ୱାସ୍ଥ୍ୟ ଗତ ଲାଭ ମଧ୍ୟ ଦେଇଥାଏ l
– – ସତେଜ ପନିପରିବା ସହିତ ପାଳଙ୍ଗ ନିହାତି ସେବନ କରନ୍ତୁ l
– – ଭିଟାମିନ ବି ଯୁକ୍ତ ଭୋଜନ ନିଜ ଖାଦ୍ୟରେ ଅଧିକ ସାମିଲ କରନ୍ତୁ l