Odisha news

ଓଜନ କମାଏ ପୋଟଳ

0

ପୋଟଳ ଓଜନ କମ୍‌ କରିବା ସହ କୋଷ୍ଠକାଠିନ୍ୟ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ କୋଲେଷ୍ଟ୍ରଲ୍‌ ଓ ସୁଗର୍‌ ସ୍ତର ନିୟନ୍ତ୍ରିତ କରିଥାଏ । ପୋଟଳ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ । ନିୟମିତ ପୋଟଳ ଖାଇବା ଦ୍ୱାରା ଥଣ୍ଡା ଓ ଫ୍ଲì ସମସ୍ୟା କମ୍‌ କରାଯାଇପାରେ । ପୋଟଳରେ ଭରପୂର ମାତ୍ରାରେ ଫାଇବର୍‌ ଥାଏ ଯାହା ପାଚନରେ ସାହାଯ୍ୟ କରେ । ଲିଭର୍‌ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ । ଭୋକ ନିୟନ୍ତ୍ରଣ କରିଥାଏ । କମ୍‌ କ୍ୟାଲୋରି ଥିବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ଖାଲି ପେଟ ରହିହୁଏ । ପୋଟଳରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏ ଓ ସିର ମାତ୍ରା

Leave A Reply