ପ୍ରତାପ ଚନ୍ଦ୍ର ସାହୁ : ଯୁଗେ ଯୁଗେ ପ୍ରକୃତି ଆଗରେ ମଣିଷ ହାର୍ ମାନି ଆସିଛି। ଆମେ ଯେତେ ଜ୍ଞାନ କି ବିଜ୍ଞାନ ରେ ଅଗ୍ରଗତି କଲେ ବି ପ୍ରକୃତି ସହିତ ମୁକାବିଲା କଲା ଭଳି ସାମର୍ଥ୍ୟ ହାସଲ ଏଯାଏଁ କରି ପାରିନେ। ପ୍ରକୃତି ର ଯେଉଁ କେତୋଟି ନିୟମ ରହିଛି ,ସେଇ ନିୟମ ଗୁଡିକୁ ପ୍ରକୃତି କୋଲ ରେ ବଢ଼ି ଆସୁଥିବା ମଣିଷ ମାନିବ ଆ ଉଚିତ ଓ ସମ୍ମାନ କରିବା କଥା।ପ୍ରକୃତି ସହିତ ମିତ୍ରତା କରି ସନ୍ତୁଲନ୍ ରକ୍ଷା କରିବା ଆମ ପାଇଁ ମଙ୍ଗଳ କର ହେବ।
ଏ
ବେ ଆଉ ଆଗର ପରି ଗାଁ ଗହଳି ରେ ଥିବା ଜମି ହୁଡ଼ା ରେ ତାଲ ଗଛ ନାହିଁ।କୁଆଡେ କୁହାଯାଏ ଯେ ବଜ୍ର ପାତ୍ ହେଲେ ଅନେକା ଅଂଶ ରେ ବଜ୍ର୍ ପାତ୍ ରୁ ମଣିଷ କୁ ଏଇ ତାଲ ଗଛ ସୁରକ୍ଷା ପ୍ରଦାନ କରିଥାଏ ବୋଲି। ତୁଳନା ତ୍ମକ୍ ଭାବେ ଲକ୍ଷ କଲେ ଜଣା ଯାଏ ଯେ ବଜ୍ର୍ ପାତ୍ ରେ ଅକରନ୍ ରେ ଅନେକ ଜୀବନ ଚାଲି ଯାଉଛି।ଦିନ କୁ ଦିନ ଏଇ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି।ଏଥିପାଇଁ ଆମେ ମଣିଷ ମାନେ ହିଁ ଦାୟି।ବିକାଶ ନାଁ ରେ ଉଭ୍ଦିଦ୍ ଜଗତ କୁ ଧ୍ବଂସ କରି ଆମେ ନିଜ ଗୋଡ଼ ରେ ନିଜେ କୁରାଢ଼ୀ ମାରୁଛେ। ଆମ ଓ ଉଭ୍ଦିଦ୍ ଜଗତ ମଧ୍ୟ ରେ ଏକ ସନ୍ତୁଲିତ୍ ଅବସ୍ଥା ବଜାୟ ରହିବା କଥା।କିନ୍ତୁ ଆମେ ରଖି ପାରୁନେ। ରାସ୍ତା,ଗୃହ ନିର୍ମାଣ,ଓ ବିଭିନ୍ନ ଉପକରନ୍ ନିର୍ମାଣ ବାହାନା ନେଇ ନିଃ ସଙ୍କୋଚ୍ ରେ ଓ ନିର୍ବିଚାର୍ ଭାବେ ଗଛ ଲତା ଉପରେ ଅତ୍ୟଚାର୍ ତଥା ଧ୍ବଂସ କରି ଚାଲିଛୁ। ପାହାଡ଼ ପର୍ବତ କୁ ଚୁର୍ ମାର କରି କୋଥାଘର୍ ଓ ସିଲ୍ପ୍ କାରଖାନା ନିର୍ମାନ କରିଚାଲିଛୁ। ଯାହାର ଫଳରେ ପ୍ରକୃତି ଆଘାତ୍ ପ୍ରାପ୍ତ ହେଉଛି। ତାରି ଯୋଗୁଁ ବାତ୍ୟା,ମହା ବାତ୍ୟା,ଭୂମି କମ୍ପ୍,ଝଡ଼ ତୋଫାନ ବଜ୍ର ପାତ୍ ର ପ୍ରକୋପ ଆଦି ଆମ ଉପରେ ପଡି ଥାଏ। ଶାନ୍ତ ପ୍ରକୃତି ରାଣୀ ଉପରେ ଏମିତି ଅତ୍ୟାଚାର୍ ହେଲା ଯେ ସେ ଅଷାନ୍ତ୍ ହୋଇ ଉଠିଲେ। ଫଳରେ ହେଲା ଭୁ ସ୍ଖଲନ୍, ଭୂମି କମ୍ପ୍,।ସୁନାମି ଭଳି ବିପ୍ତାତ୍ ବି ଦେଖିବାକୁ ମିଳିଲା। ହଜାର ହଜାର ଜୀବନ ସଂ ହାର ପ୍ରଳୟ ସୃଷ୍ଟି ମହି କୁ ସହଜ ଭାବେ ଧରି ରଖି ଥିବା ହେତୁ ପର୍ବତ କୁ ଆମେ ମହା ଧର କହୁଥିଲୁ। ଏବେ ତ୍ ଦିନାମାଇତ୍ ଦ୍ୱାରା ପର୍ବତ କୁ ଫଟା ଇ ରାସ୍ତା ଘାଟ ,ଘର ନିର୍ମାଣ,ସିଲ୍ପ୍ ପ୍ରତିଷ୍ଠା କଲେ। ମା ବସୁଧା ଗର୍ଭ କୁ ଛି ନ୍ ଛି ନ୍ କରି ଖୋଲି ତାଦି ଆମେ ସବୁ ପ୍ରକାର ଖନିଜ୍ ପଦାର୍ଥ ଆଣି ବେପାର୍ କଲୁ। ଫଳ ହେଲା ଭୂମି କମ୍ପ୍ ପ୍ରବନ୍ ସେଇ ଅଞ୍ଚଲ୍,।ପୁର୍ଣ ଗର୍ଭା ମା ବସୁଧା ହେଲା ଶୂନ୍ୟ ଗର୍ଭା। ସିଲ୍ପ୍ କୁ ଜଳ ଅଛି ହେଲେ ଲୋକଙ୍କ ପାଇଁ ପିଇବାକୁ ପାଣି ନାହିଁ। ନଦୀ ହେଲା ପ୍ରଦୁସିତ୍।ବ୍ୟବହାର ଉପଯୋଗୀ ନୁହଁ। ପ୍ରକୃତି ମା ହେଲେ କ୍ରୋଦ୍ଧନ୍ଵିତ୍ ।
ସେଇ କ୍ରୋଧାନ୍ଵିତ୍ ରୂପ ହିଁ ଆମ ଧ୍ବଂସ ର କାରଣ ହେଲା। ଏବେ ବି ସମୟ ଅଛି ଆସନ୍ତୁ ଶପଥ ନେବା ପ୍ରତ୍ୟେକେ ଗୋଟିଏ ଗୋଟିଏ ଗଛ ଲଗେଇ ତାର ଯତ୍ନ ନେବା।ପ୍ରକୃତି ସହ ଖେଳିବା ନାହିଁ।ଲୋକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହାହିଁ ବଜ୍ର୍ ଶପଥ ସମସ୍ତ ଙ୍କ ପାଇଁ ହେଉ। ପ୍ରକୃତି ଓ ମାନବ ସମାଜ ମଧ୍ୟ ରେ ଏକ ସନ୍ତୁଲିତ୍ ପରିବେଶ ସର୍ବଦା ରହିବା ବାଞ୍ଛନିୟ୍। ଏହା ଦୃଢ଼ ସତ୍ୟ ଯେ ପ୍ରକୃତି ଆମ ସାଧାରଣ ଚିନ୍ତା ଧାରା ର ଉର୍ଦ୍ଧ୍ଵ୍ ରେ ଥାଇ ନନଦି ରୂପ ରେ ଆମକୁ ବିସ୍ମୟ୍ ଭାବେ ଅଭିଭୁତ୍ କରିଥାଏ। ବଜ୍ର୍ ପାତ୍ ରୁ ମଧ୍ୟ କେତେକ ଅଂଶ ରେ ଆସ୍ଵସ୍ତି ମିଳିବ ଆମେ ଯଦି ସଚେତନ୍ ହେବା,ଆଉ ପ୍ରକୃତି ସହ ଖେଳିବା ନାହିଁ ,ନ ହେଲେ ନେଡି ଗୁଡ଼ କହୁନି କୁ ବୋହି ଯିବ ଯେ।