Odisha news

ଗଞ୍ଜାମ : ବିଜୁଳୀ ଓ ବଜ୍ରାଘାତ ରେ ନଡ଼ିଆ ଗଛ ଜଳିଗଲା।

0
ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ର ପଣିବନ୍ଧ ଗ୍ରାମାରେ ଆର.ଗୋବିନ୍ଦ ଙ୍କ ବାଡ଼ିରେ ରହିଥିବା ନଡ଼ିଆ ଗଛ ବିଜୁଳୀ ଓ ଘଡଘଡି ମାଡ଼ ରେ ଜଳିଯାଇଛି। ଗଛଟି ଜଳିଯାଉଥିବା ଦେଖିବା ପାଇଁ ଗ୍ରାମବାସୀ ଙ୍କ ଭିଡ଼ ଜମିଥିଲା।କିଛିଦିନ ତଳେ ବିଜୁଳୀ ଓ ଘଡଗଡ଼ି ମାଡରେ କରପଡା ପଞ୍ଚାୟତ ର ବିରିପୁରୁ ଗ୍ରାମର ନୀଳାଞ୍ଚଳ ମୁଦୁଲି ଙ୍କ ବାରିରେ ଥିବା ନଡ଼ିଆ ଗଛ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। କିଛି ଦିନ ହେଲା ଅପରାହ୍ନ ରେ କାଳବୈଶାଖୀ ଅନୁଭୂତ ହେଉଥିବା ପରିଲକ୍ଷିତ ହେଉଛି।
Leave A Reply