ନବରାତ୍ରି ସମୟରେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଓ ଋଣଭାର ରୁ ମୁକ୍ତି ପାଇବା ପାଇଁ ଏହିସବୁ ମନ୍ତ୍ରକୁ ପାଠ କରନ୍ତୁ
ନବରାତ୍ରି ସମୟରେ ମା ଦୁର୍ଗା ସହିତ ମା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା ଅର୍ଚନା କରାଯାଇ ଥାଏ l ବିଶେଷ ଭାବରେ ମାତା ଙ୍କ ନିକଟରେ କିଛିଟା ଉପାୟକୁ କରିବା ଦ୍ୱାରା ପ୍ରଭାବଶାଳୀ ହୋଇଥାଏ l ଶାସ୍ତ୍ର ଅନୁସାରେ ଜୀବନରେ ସମସ୍ତ ଅସୁବିଧା ଓ ବାଧାବିଘ୍ନ ଠାରୁ ଦୁରେଇ ରହିବା ପାଇଁ ନବରାତ୍ରି ରେ କିଛିଟା ଉପାୟ କଲେ ଜୀବନ ର ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ l ସେଥିପାଇଁ ଏହି ସମୟ ରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହିସବୁ ଉପାୟକୁ ଆପଣାନ୍ତୁ l
* ଧାର୍ମିକ ମାନ୍ୟତା ଅନୁସାରେ ନବରାତ୍ରି ସମୟରେ ମା ଅମ୍ବେ ଙ୍କ ଆଳତୀ ସହିତ ମା ଲକ୍ଷ୍ମୀଙ୍କ ଆଳତୀ ମଧ୍ୟ କରିବା ଉଚିତ l ଏହାଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ କୃପା କରି ଥାଆନ୍ତି l
* ନବରାତ୍ରି ସମୟରେ ମାଙ୍କ ନିକଟରେ ଖିରି ଭୋଗ ଅର୍ପଣ କରନ୍ତୁ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l
*ଦିନକୁ ୨ଥର ଦୁର୍ଗା ଓ ଲକ୍ଷ୍ମୀଙ୍କ ନିକଟରେ ଧୂପ ଦେବା ସମୟରେ ଏହି ମନ୍ତ୍ର ପାଠ କରନ୍ତୁ – ” ଓଂ ଜୟ ଲକ୍ଷ୍ମୀ ମାତା, ମୈୟା ଓଂ ଜୟ ଲକ୍ଷ୍ମୀ ମାତା ତୁମକ ନିଶିଦିନ ସେଵତ , ହରି ବିଷ୍ନୁ ବିଧାତା , ଓଂ ଜୟ ଲକ୍ଷ୍ମୀ ମାତା ” l
* ସମସ୍ତ ବିପଦରୁ ମୁକ୍ତି ପାଇବା ପାଇଁ ଏହି ମନ୍ତ୍ର ପାଠ କରନ୍ତୁ -” ଦୁର୍ଗା ରୂପ ନିରଂଜନୀ ସୁଖ ସମ୍ପତି ଦାତା , ଜୋ କୋଈ ତୁମକୋ ଧ୍ୟାବତ ରିଦ୍ଧି ସିଦ୍ଧି ଧନ ପାତା , ଓଂ ଜୟ ଲକ୍ଷ୍ମୀ ମାତା l ”
* ଖାଦ୍ୟ ଅସବିଧା ଦୂର ପାଇଁ -” ଜିସ ଘର ମେ ତୁମ ହୋତି, ସବ ସାଦୃଣ ଆତା , ସବ ସମ୍ଭବ ହୋ ଜାତା , ମନ ନେହିଁ ଘବାରାତା , ଓଂ ଜୟ ଲକ୍ଷ୍ମୀ ମାତା l ”
* ଋଣଭାର ଦୂର କରିବା ପାଇଁ -” ତୁମ ବିନ ଯଜ୍ଞ ନାହିଁ ହୋତେ , ନାହିଁ କୋଈ ବସ୍ତ୍ର ପାତା , ଖାନ ପାନ କା ବୈଭବ ସବ ତୁମସେ ଆତା, ଓଂ ଜୟ ଲକ୍ଷ୍ମୀ ମାତା l ”