ଖାଇବାର ତୁରନ୍ତ ପରେ ପିଇନିଅନ୍ତୁ ମାତ୍ର ଗୋଟିଏ ଗ୍ଲାସ ଲବଙ୍ଗ ପାଣି ଏବଂ ପାଆନ୍ତୁ ତାର ଚମତ୍କାର ଲାଭ , ଆମେ ଖାଇ ସାରିବେ ପରେ ଏପରି କିଛି ଜିନିଷ ଖୋଜି ଥାଉ ଯାହାକି ଆମକୁ ଫ୍ରେସ ଅନୁଭବ କରାଇବ ଏବଂ ପେଟ କୁ ହାଲୁକା ରଖିବ l ଏବଂ ଭାରତୀୟ ମାନେ ଏହିସବୁ ସମସ୍ୟା ରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ଘରୋଇ ଉପାୟ କୁ ଆପଣାଇ ଥାଆନ୍ତି l ପେଟ କୁ ଆରାମ ଦେବା ପାଇଁ ଘରୋଇ ଉପାୟ ଆପଣାଇ ଥାଉ l ସେଥି ମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ , ଯାହାକି ସ୍ୱାଦରେ ଖୁବ ଉତେଜିତ ଓ ପିତା ହୋଇଥାଏ l କିନ୍ତୁ ଲବଙ୍ଗ ପାଣି ସେବନ ଦ୍ୱାରା ମଧ୍ୟ ଶରୀର କୁ ଅନେକ ଲାଭ ମିଳିଥାଏ l
ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ଔଷଧୀୟ ଗୁଣରେ ଭରପୁର ଲବଙ୍ଗ ପାଣି ଶରୀର ପାଇଁ ଅମୃତ ସମାନ , ଆଜି ଆମେ ଜାଣିବା ଖାଇବା ପରେ ଲବଙ୍ଗ ପାଣି ପିଇବାର ଲଭ l
– ଲବଙ୍ଗ ପାଣି ପେଟକୁ ଆରାମ ଦେଇଥାଏ l ଖାଇ ସାରିବା ପଟ ର ଭାରିପଣ କୁ ଦୂର କରିଥାଏ ଏବଂ ଆମେ ଖାଇଥିବା ତେଲିଆ ଖାଦ୍ୟ ର ତେଲ ଅଂଶ କୁ ନଷ୍ଟ କରିଥାଏ l
– ଲବଙ୍ଗ ପାଣି ଇନ୍ସୁଲିନ ପ୍ରତିରୋଧକ ଅଟେ , ଏବଂ ଶରୀର ରେ ସୁଗାଇ ସ୍ତର କୁ ସନ୍ତୁଳିତ ରଖିଥାଏ l ଯାହା ମଧୁମେହ ରୋଗୀ ଙ୍କ ପାଇଁ ଅମୃତ ସମାନ l
– ଖାଇବା ପରେ ଲବଙ୍ଗ ପାଣି ପିଇବା ଦ୍ୱାରା ଶରୀର ରେ ଦାଇଜେଷ୍ଟିଭ ଏଞ୍ଜାଇମ ବୁସ୍ଷ ହୋଇଥାଏ , ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ l ଶରୀର ରେ ପୋଷାକ ତତ୍ୱ ମଧ୍ୟ ଅବଜର୍ଭ ହୋଇଥାଏ l
– ଆଣ୍ଟି ଅକ୍ସିଡାଣ୍ଟ ରେ ଭରପୁର ଲବଙ୍ଗ ପାଣି ଇମ୍ୟୁନିଟି ବଢ଼ାଇଥାଏ ଏବଂ ଇନଫେକ୍ସନ ରୁ ରକ୍ଷା କରିଥାଏ l