କୁଜଙ୍ଗ : ତିର୍ତ୍ତୋଲ ବିଧାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ, ରାଜ୍ୟ ଜ୍ୟୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କ ଅକାଳ ବିୟୋଗରେ ଆଜି କୁଜଙ୍ଗ ଓକିଲ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସଭାପତି କୈଳାଶଚନ୍ଦ୍ର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓକିଲ ସଙ୍ଘର ସମ୍ପାଦକ ସୁଶାନ୍ତ କୁମାର ପଟ୍ଟନାୟକ, ନଳିନୀରଞ୍ଜନ ଦାସ, ଦାମୋଦର ସ୍ୱାଇଁ, ରମେଶଚନ୍ଦ୍ର ଦାସ, ଅତିରିକ୍ତ ପିପି ଦେବାଶିଷ କଂଠ ,ବିପିନବିହାରୀ ରାୟପାର୍ଲୁର, ଧନେଶ୍ୱର ସ୍ୱାଇଁ, ଚୈତନ୍ୟ ମହାପାତ୍ର, ପ୍ରଣୟ କୁମାର ପରିଜା, ନୃସିଂହ ପ୍ରଧାନ, କୈଳାଶଚନ୍ଦ୍ର ମହାପାତ୍ର, ସଞ୍ଜୟ କୁମାର ବେହେରା, ଗତିକୃଷ୍ଣ ଶତପଥୀ, ସତ୍ୟଶିବ ଶଙ୍କର ମିଶ୍ର, ବିଚିତ୍ର ସେଣ, ଅଧିକାରୀ ବାବୁଲୀ ଦାସ, ଦେବେନ୍ଦ୍ର କୁମାର ରାଉତ,ପାର୍ଥସାରଥୀ ମହାନ୍ତି, ମାନସ ରାଉତ, ଅଜୟ ପରିଡ଼ା, ଅଭୟ ବେହେରା, ଛବି ବେହେରା ପ୍ରମୁଖ ଆଇନଜୀବି ଏହି ଅବସରରେ ଉପସ୍ଥିତ ଥିଲେ ।