Odisha news

ସୋରିଷ ପଦର ପଞ୍ଚାୟତ କାର୍ଯ୍ୟାଳୟ ରେ ତାଳପକାଇଲେ ପଞ୍ଚାୟତ ବାସୀ

0

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୋରିଷ ପଦର ଗ୍ରାମପଞ୍ଚାୟତ ରେ ନୂତନ ଭାବେ ଯୋଗଦେଉଥିବା ପିଓ ସନ୍ଦିପକୁମାର ମହାପାତ୍ର ପଞ୍ଚାୟତ ନିର୍ବାହୀ
ଅଧିକାରୀ ଭାବେ କାର୍ଯ୍ୟ କରିବାକୁ ଦାୟିତ୍ବ ପତ୍ର ଦେଇଥିବା ବେଳେ ତାହାକୁ ବାତିଲ କରି ଅନ୍ୟ ଏକ ପଞ୍ଚାୟତ ରେ ଥିବା ପିଓ ଙ୍କୁ ସୋରିଷ ପଦର ରେ ସାମିଲ କୋରାଯାଉବୋଲି ସୋରିଷ ପଦର ପଞ୍ଚାୟତ ବାସୀ ବିଡ଼ିଓ, ସଭ୍ୟସାଚୀ ବେହେରା ଙ୍କ ପାଖରେ ତାଙ୍କର ବିରୁଦ୍ଧ ରେ ଦୁର୍ନୀତି ରେ ନିର୍ଲିପ୍ତ ଥିବା ନେଇ ପୂର୍ବରୁ ଆବେଦନ କରିଥିଲେ, ଵର୍ତ ମାନ ଦେଖି ବାକୁ ମିଳୁଛି, ସୋରିଷ ପଦର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ବାସୀଙ୍କ ଦ୍ଵାରା ତାଳ ପକାଇଥିବା ଦେଖା ଦେଇଛି, ପଞ୍ଚାୟତ ର ୱାର୍ଡ ମେମ୍ବେର, ସରପଞ୍ଚ, ନୟାବ ସରପଞ୍ଚ,ପଞ୍ଚାୟତ ବାସୀ କହିବା ଅନୁଯାୟୀ 15 ଦିନ ପୂର୍ବରୁ ପି ଓ ସନ୍ଦୀପ ମହା ପାତ୍ରଙ୍କ ବିରୁଦ୍ଧରେ ବିଡ଼ିଓଙ୍କ ଦାବିପତ୍ର ଦେଇଥିଲେ ବଦଳି ନିମନ୍ତେ, ତାଙ୍କର ବଦଳି ନ କରି ପୁନର୍ବାର ପି ଓ କାର୍ଯ୍ୟ ରେ ଯୋଗ ଦେଉଥିବା ନେଇ ଗ୍ରାମ ର ପଞ୍ଚାୟତ ବାସୀ ଉତ୍ୟୁକ୍ତ ହୋଇ ପି.ଓ ବିରୁଦ୍ଧରେ ସନ୍ଦୀପ ମହାପାତ୍ର ହାଇ ହାଇ, ଗୋ ବ୍ୟାକ ,ଗୋ ବ୍ୟାକ, କହି ନାରା ଦେଇଥିଲେ, ଯେଉଁ ପ୍ରଯୋନ୍ତ ପି ଓ ସନ୍ଦୀପ ମହାପାତ୍ର ଏଠାରୁ ବଦିଲି ନ ହେବେ ସେଇ ପ୍ରଯୋନ୍ତ ଅନିର୍ଦ୍ଧିଷ୍ଟ କାଳ ତାଲା ଗେଟ ରେ ଝୁଲି ରହିବ ବୋଲି ପଞ୍ଚୟତ ବାସୀ କହିଛନ୍ତି,ସନ୍ଦୀପ ମହାପାତ୍ର ଙ୍କୁ ବଦଳି ନ କଲେ ସେମିଳିଗୁଡା ବ୍ଲକ କାର୍ଯ୍ୟାଳୟ ଆସି ଧାରଣା ରେ ବସିବେ ବୋଲି ପଞ୍ଚାୟତ ବାସୀ ଚେତାବନୀ ଦେଇଛନ୍ତି, ଅପର ପକ୍ଷ ରେ ଆଜି ପଞ୍ଚାୟତରେ ହେବାକୁ ଥିବା ବୈଠକ,ମୋ ଘୋର ଯୋଜନା,ଭର୍ତା ବଣ୍ଟନ, ଏବଂ ପଞ୍ଚାୟତ ର ଉନ୍ନୟନ ମୂଳକ କାମ ବନ୍ଦ ହାଇଥିବା ଦେଖାଦେଇଛି, ଏହି ବାବଦରେ ସେମିଳିଗୁଡା ବ୍ଲକ ଘୋଷ୍ଟି ଉନ୍ନୟନ ଆଧିକାରୀଙ୍କୁ ଫୋନେ ମାଧ୍ୟମରେ ଯୋଗାଯୋଗ କରିଥିବାରୁ ସେ ଫୋନେ ଉଠାଇ ନ ଥିଲେ, ସୋରିଷ ପଦର ପଞ୍ଚାୟତ ବାସୀଙ୍କ ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା.

Leave A Reply