Odisha news

ଘୋରେଇ କଳହରୁ ସାନ ଭାଇକୁ ଛୁରା ମାଡ କଲ୍ଲା ବଡ଼ ଭାଇ

0

ଘୋରେଇ କଳହରୁ ସାନ ଭାଇକୁ ଛୁରା ମାଡ କଲ୍ଲା ବଡ଼ ଭାଇ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ତାଳସାରି ଥାନା ଅନ୍ତର୍ଗତ ସାନଡଭା ଗ୍ରାମରେ ସନ୍ତୋଷ ସାହୁ ଏବଂ ସଞ୍ଜୟ ସାହୁ ଉଭୟ ଉଭୟଙ୍କ ମଧ୍ୟରେ ପାରିବାରିକ କୋହଳ ଜପୁଜି ଥିଲା । ଯାହା ଫଳରେ ଆଜି ବଡ଼ ଭାଇ ସନ୍ତୋଷ ଉତକ୍ଷିପ୍ତ ହୋଇ ସାନ ଭାଇ ସଞ୍ଜୟଙ୍କ ଉପରୋକୁ ୧୦ରୁ ଉର୍ଦ୍ଧ୍ବ ଥର ଛୁରା ମାଡ଼ କରିଥିଲେ । ଘଟଣା ସ୍ଥଳରେ ସଞ୍ଜୟ ଟଳି ପଡିଥିବା ବେଳେ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତରିତ କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ତାଳସାରି ମେରାଇନ ପୋଲିସ ।

Leave A Reply