Odisha news

ୱାର୍ଡ ସ୍ଥରିୟ କାର୍ଯ୍ୟକର୍ତା ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ

0
କୋରେଇ : କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ଠାରେ ପଞ୍ଚାୟତ ର ୱାର୍ଡ ସ୍ତରୀୟ କାର୍ଯ୍ୟକର୍ତା ଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି!ଏଥିରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାନସଭା ବିଧାୟକ ପାର୍ଥୀ ବିଶ୍ୱଜିତ ନାୟକ ଯୋଗ ଦେଇ ଦଳୀୟ ସଂଗଠନ ଉପରେ ଆଲୋଚନା କରିବା ସହ ପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଆଗାମୀ ଦିନରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରିବାକୁ କାର୍ଯ୍ୟକର୍ତ୍ତା ଙ୍କ ସହ ଆଲୋଚନା କରି ସ୍ତିର କରିଥିଲେ!ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଉଦୟ ନାଥ ପରିଡା, ଜିଲ୍ଲା ଯୁବ ସମ୍ପାଦକ ଆଲୋକ ମଲିକ, ସଶି ଭୁଷଣ ସେନାପତି, ବୈଲୋଚନ ପରିଡା,ଅଜୟ ଜେନା, ଚନ୍ଦ୍ରମଣି ସାହୁ, ଅକ୍ଷୟ ମୁଦୁଲି, ଅଭିମନ୍ୟୁ ଜେନା, ହରିହର ସେନାପତି, ପିତାମ୍ବର ସାହୁ, କଳିଙ୍ଗ ଦାସ, ନିତ୍ୟନନ୍ଦ ବରାଳ, ସୁଜିତ ସାହୁ, ପ୍ରକାଶ ମଲିକ,ଅନନ୍ତ ସାହୂ, ସେକ ଜଗୁ, ସେକ ଅଖତର, ଉଦ୍ଧବ ମଲିକ,ଲକ୍ଷ୍ମୀଧର ପଣ୍ଡା,ଗୋପାଳ ଚନ୍ଦ୍ର ଜେନା, ସୁଶାନ୍ତ ମଲିକ,ପରୀକ୍ଷିତ ସାହୁଙ୍କ ସମେତ ବୋହୁ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ!
Govt
Leave A Reply