Odisha news

ବିଧାୟକଙ୍କ ବନ୍ୟା ଅଂଚଳ ପରିଦର୍ଶନ

0

କୋରେଇ ୨୯ା୦୮ : ଲଗାଣ ବର୍ଷାରେ ବୈତରଣୀ ନଦୀରେ ବନ୍ୟା ଆସି ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଆଜି କୋରେଇ ବିଧାୟକ ଅଶୋକ କୁମାର ବଳ ମୂଳାପାଳ ପଂଚାୟତ ଶାଳବା, ବନ୍ଦାଳୋ, ମୁକୁନ୍ଦପୁର, ଗୌରପୁର, ଅସନଝର, ଅମୃତିଆ ଓ ରଣପୁର ପଂଚାୟତର ବନ୍ୟା ପ୍ରଭାବିତ ଅଂଚଳ ଗସ୍ତକରି ସ୍ଥାନୀୟ ଲୋକଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ ।

ଜିଲ୍ଲା ଯୁବସଭାପତି ପ୍ରତାପ ମହାନ୍ତି, ବ୍ଲକ ସଭାପତି ଭକ୍ତବସôଳ ସ୍ୱାଇଁ, ଉପାଧ୍ୟକ୍ଷ ଅନିଲ ମହାପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଅଥୟ କୁମାର ମହାନ୍ତି, ଯୁବନେତା ତାରକ ମହାନ୍ତି, ବ୍ଳକ ଯୁବ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ରମେଶ ସାହୁ, ସରପଂଚ ଗଣେଷ ଚନ୍ଦ୍ର ସାହୁ, ସୌଭାଗ୍ୟ କୁମାର ମହାନ୍ତି, ସୁରେଖା ସେଠୀ, ସମିତି ସଭ୍ୟ ସୁଶାନ୍ତ ସାହୁ, ହେମନ୍ତ କୁମାର ମହାପାତ୍ର, ରଘୁ କୁଣ୍ଡୁ, ରଶ୍ମରଂଜନ ପରିଡା, ପ୍ରଶାନ୍ତ କୁମାର ସାହୁ, ଉଦୟ ସାହୁ, ପ୍ରଶାନ୍ତ ମଲ୍ଳିକ, ରାକେଶ କୁମାର ମହାନ୍ତି, ମୁଜିବୁର ରହେମାନ, ଗୋଲଖ ମାଝୀ, ଧୃବ ଚରଣ ନାୟକ, ରମାକାନ୍ତ ସ୍ୱାଇଁ, ଶରତ ମହାରଣା ପ୍ରମୁଖ ବନ୍ୟା ପ୍ରଭାବିତ କ୍ଷୟକ୍ଷତି ଅଂଚଳ ପରିଦର୍ଶନ କରିଥିଲେ

Leave A Reply